ଭୁବନେଶ୍ୱର: ୨୦୨୦ ଅଗଷ୍ଟ ୧୫ ସୁଦ୍ଧା ଲୋକଙ୍କୁ ସରକାରୀ ଅଫିସକୁ ଯିବାକୁ ପଡ଼ିବନି । ଏଣିକି ଘରେ ବସି ସବୁ ସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି...
Blog
ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଭୟଙ୍କର କରୋନାକୁ ନେଇ ଚିନ୍ତା ବଢ଼ିଯାଇଛି । ଏହି ମହାମାରୀ ପାଇଁ କୌଣସି ମହୋଷଧି ଏଯାବତ୍ ବାହାରି ନାହିଁ ।...
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ କୋର୍ଟ । ଜାରି ହେଲା ନିର୍ଭୟା ଦୋଷୀଙ୍କ ନୂଆ ଡେଥ୍ ୱାରେଣ୍ଟ । ମାର୍ଚ୍ଚ ୩ ସକାଳ ୬ଟାରେ...
ବାସ୍ତୁ ଦୋଷ ଥିଲେ କିମ୍ବା ଧନର ବୃଦ୍ଧି ପାଇଁ ଘରେ ଲଗାଯାଇଥାଏ ମନିପ୍ଲାଣ୍ଟ ଗଛ । କାରଣ କୁହାଯାଏ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ...
୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୬ ଦଶମିକ ୧୬ ପ୍ରତିଶତ ରହିବ । ଆଜି ବିଧାନସଭାରେ ଉପସ୍ଥାପିତ ୨୦୧୯-୨୦ ବର୍ଷର ଅର୍ଥନୈତିକ ସର୍ଭେ...
ଭଦ୍ରକ: ରନ୍ଧନ ଗ୍ୟାସ୍ ଲିକ୍ ଯୋଗୁ ଜିଅନ୍ତା ଜଳିଗଲେ ମହିଳା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚରଦିଆ ଗାଁରେ ଆଜି ସକାଳେ ଏହି ଅଘଟଣ ଘଟିଛି ।...
ଭୁବନେଶ୍ୱର: ରାଜଧାନୀର ବିଜେବି ନଗର ଆପାର୍ଟମେଣ୍ଟରୁ ପଡ଼ି ଛାତ୍ରୀ ମୃତ୍ୟୁ ମାମଲା । ତଦନ୍ତ କରୁଛି ବଡ଼ଗଡ଼ ଥାନା ପୋଲିସ । ସୋସିଆଲ ମିଡ଼ିଆରେ ଛାତ୍ରୀଙ୍କର କିଛି...
ନୂଆଦିଲ୍ଲୀ: ବକେୟା ଥିବା ଦେୟ ବାବଦରେ ଭାରତୀ ଏୟାରଟେଲ୍ ଆଜି ଟେଲିକମ୍ ବିଭାଗକୁ ୧୦ ହଜାର କୋଟି ଟଙ୍କା ଦେଇଛି । ଖୁବ୍ଶୀଘ୍ର ବକେୟା ଅର୍ଥ ପୈଠ...
ଭାରତୀୟ ସ୍ଥଳସେନାରେ ମହିଳାଙ୍କ ଅଧିକାରକୁ ନେଇ ବଡ଼ ରାୟ । ସ୍ଥଳସେନାରେ ମହିଳାଙ୍କ ପାଇଁ ରହିବ ସ୍ଥାୟୀ କମିଶନ । ଶାରିରୀକ ଓ ସାମାଜିକ ଆଧାରରେ ବଞ୍ଚିତ...
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ୫ଟି ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟର ମୋହର ।