ନନ୍ଦିଘୋଷଟିଭିରେ ପ୍ରସାରିତ ଖବରକୁ ନେଇ କିଛି ଆପତ୍ତି ଅଛି କି ? ଏମିତି କରିପାରିବେ ଅଭିଯୋଗ
ନନ୍ଦିଘୋଷ ଟିଭି (ନନ୍ଦିଘୋଷ ଟିଭି ପ୍ରାଇଭେଟ୍ ଲିମିଟେଡ୍)ରେ ପ୍ରସାରିତ କୌଣସି ଖବର, ଯାହା ନ୍ୟୁଜ ବ୍ରଡକାଷ୍ଟରସ୍ ଆସୋସିଏସନ୍ (ଏନ୍ବିଏ) ଦ୍ୱାରା ନିର୍ଦ୍ଧାରିତ ଖବର ପ୍ରସାରଣ ମାନଦଣ୍ଡ ଅବା ନିୟମାବଳୀର ଉଲ୍ଲଂଘନ ବୋଲି ମନେକରନ୍ତି ତେବେ ଆପଣଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅଭିଯୋଗ କରିପାରିବେ । ଖବର ପ୍ରସାରଣର ୭ଦିନ ମଧ୍ୟରେ ଅଭିଯୋଗକାରୀ ନିଜ ଅଭିଯୋଗ ସମ୍ପର୍କରେ ନିମ୍ନ ଲିଖିତ ଠିକଣା ଜରିଆରେ ଜଣାଇପାରିବେ ।
ନନ୍ଦିଘୋଷ ଟିଭି
ଠିକଣା:- ତୃତୀୟ ମହଲା, ଗ୍ରାଣ୍ଡ ଲୁମ୍ୱିନୀ କନ୍ଭେନସନ୍, ନୀଳାଦ୍ରି ବିହାର
ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ଓଡ଼ିଶା, ଭାରତ ୭୫୧୦୨୧
ଇ-ମେଲ୍ : feedback@nandighoshatv.com
ଖବର ପ୍ରସାରଣ ନେଇ ଅସହମତି ପ୍ରକାଶ କରୁଥିବା ଦର୍ଶକ ନିଜ ଆପତ୍ତିର ତର୍ଜମା କରିନେବା ଉଚିତ୍ । ଏତଦ୍ ନିମନ୍ତେ ସେ www.nbanewdelhi.comରେ ଉପଲବ୍ଧ ଖବର ପ୍ରସାରଣ ମାନଦଣ୍ଡ ଓ ନିୟମାବଳୀ ସମ୍ପର୍କରେ ପଢ଼ି ଜାଣିପାରିବେ ।
ବି:ଦ୍ର:- ଅଭିଯୋଗକାରୀ ନିଜ ଅଭିଯୋଗକୁ ଓଡ଼ିଆ କିମ୍ୱା ଇଂରାଜୀ ଭାଷା ମାଧ୍ୟମରେ ଜଣାଇପାରିବେ । ଅଭିଯୋଗକାରୀଙ୍କ ପକ୍ଷରୁ ବ୍ୟବହୃତ ଶବ୍ଦ ଯେଭଳି କାହାର ସମ୍ମାନହାନୀ କରୁନଥିବ କିମ୍ୱା ଅଶାଳୀନ ହୋଇନଥିବା ଉଚିତ୍ ।