ବଲାଙ୍ଗିର: ଶିକାର ପାଇଁ ଯାଇଥିବା ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ଼ । ବଲାଙ୍ଗିର ଜିଲ୍ଲା ସଇଁତଳା ଫରେଷ୍ଟ ରେଞ୍ଜର କଦଳୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଗୁଳିମାଡ଼ ହୋଇଛି...
ହାଇଲାଇଟ୍ ସମ୍ବାଦ
କାଠମାଣ୍ଡୁ: ନେପାଳରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବା ବେଳେ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି । ଏଥିସହ ଆଗାମୀ ନଭେମ୍ବରରେ ନେପାଳରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନେଇ ରାଷ୍ଟ୍ରପତି...
ଟାଙ୍ଗୀ: ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ସ୍ଥାନରେ ବେଆଇନ୍ ପଥର ଖାଦାନ ଚାଲୁଛି । ଅଧିକାଂଶଙ୍କ ପାଖରେ ଲିଜ୍ ଲାଇସେନ୍ସ ନାହିଁ । ଏଭଳି ଚୋରା ପଥର କାରବାରକୁ...
ଭୁବନେଶ୍ୱର: ଭୂତାଣୁ କବଳରେ ଶିଶୁ । ରାଜ୍ୟରେ ୧୦ ଦିନ ମଧ୍ୟରେ ୩୨ ହଜାର ୮୮୪ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ଦ୍ବିତୀୟ ଲହରରେ ବି...
ଭୁବନେଶ୍ୱର: କେନ୍ଦ୍ରୀୟ ଯୋଜନା ପାଇଁ ଏଣିକି ନୂଆ ବ୍ୟବସ୍ଥାରେ ରାଜ୍ୟକୁ ଅର୍ଥ ମିଳିବ । ଗୋଟିଏ କି ଦୁଇଟି ନୁହେଁ, ୪ଟି କିସ୍ତିରେ ରାଜ୍ୟକୁ ମିଳିବ କେନ୍ଦ୍ରୀୟ...
ପୁରୀ: ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ଖୋଲିଲା କୋଭିଡ ହସ୍ପିଟାଲ । ୧୫୦ ଶଯ୍ୟା ବିଶିଷ୍ଟ ଜିଲ୍ଲା କୋଭିଡ ହସ୍ପିଟାଲକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ...
ନୟାଗଡ଼: ଶ୍ମଶାନରୁ ବୃଦ୍ଧାଙ୍କ ଶବକୁ ଉଠେଇନେଲା ପ୍ରଶାସନ । କରୋନାରେ ମୃତ୍ୟୁବରଣ କରିଥିବା ବୃଦ୍ଧାଙ୍କ ତରବରିଆ ଭାବେ ଗାଁ ଶ୍ମଶାନରେ ଦାହ କରିବାକୁ ଉଦ୍ୟମ ଚାଲିଥିଲା l...
ଜୟପୁର: ଆନ୍ଧ୍ର ସରକାରଙ୍କୁ ବଡ଼ ଝଟକା । ଆନ୍ଧ୍ର ହାଇକୋର୍ଟ ରଦ୍ଦ କଲେ ଜେଡପିଟିସି ଓ ଏମପିଟିସି ତଥା ଜିଲ୍ଲା ପରିଷଦ ଓ ମଣ୍ଡଳ ପରିଷଦ ନିର୍ବାଚନ...
ଦିଗପହଣ୍ଡି: ସ୍ଥଗିତ ହେଲା ବାହାଘର, ଫେରିଗଲା କନ୍ୟା । କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଚଢ଼ାଉ କରି ବାହାଘରକୁ ସ୍ଥଗିତ ରଖିଛି ଜିଲ୍ଲା ପ୍ରଶାସନ ।...
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କରୋନା । ଏଥିସହିତ ପ୍ରଦୀପଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍ଏସ୍ ଅଧିକାରୀ ଅଭୟ ପାଠକ ମଧ୍ୟ କରୋନା ସଂକ୍ରମିତ...