ତାଜା ଖବର

ନୂଆଦିଲ୍ଲୀ: କରୋନା ୨ ବର୍ଷ ହେଲା ପୁରା ଦେଶକୁ ଘାଣ୍ଟିବାରେ ଲାଗିଛି। ଭୟରେ ଥରହର କରୁଛି କରୋନା ସଂକ୍ରମଣ। ଏବେ କରୋନାର ହବ ପାଲଟିଛି କେରଳ। କେରଳକୁ...

ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ବାପପୁଅଙ୍କୁ ନିର୍ଯାତନା ମାମଲାରେ ତିନି ଜଣଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ବାପା ମାଗୁଣି ବେଗୁନିଆ ଥାନାରେ ୭ଜଣଙ୍କ ନାଁରେ ଅଭିଯୋଗ କରିଥିଲେ।...

ଭୁବନେଶ୍ୱର: ଯୁକ୍ତ ଦୁଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଲାଗି ଅଫ୍‌ଲାଇନ ପରୀକ୍ଷା ସୁଯୋଗ । ସେପ୍ଟେମ୍ବର 3ରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ମାନେ ଅନଲାଇନ ଯୋଗେ ଆବେଦନ କରି ପାରିବେ...

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ସଂଶୋଧନ ଆଇନକୁ ମୋହର ମାରିଲେ ରାଜ୍ୟ ସରକାର । ବୁଧବାର ଠାରୁ ବିଧାନସଭାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ...

ଚକ୍ରଧରପୁର: କାଳ ସାଜିଲା ଲୌହଦାନବ । ଟ୍ରେନ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ। ଦିନ ୩ଟା ୩୦ରେ ଝାଡ଼ଖଣ୍ଡ ଚକ୍ରଧରପୁର ନିକଟସ୍ଥ ଵିଞ୍ଜାଇ ବ୍ରିଜ ନିକଟରେ...

କାବୁଲ: ଆଫଗାନିସ୍ତାନ ପ୍ରସଙ୍ଗରେ ରୁଷର ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ ଆମେରିକା ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ହସ୍ତକ୍ଷେପ ସବୁ ପକ୍ଷକୁ...

ଆହ୍ଲାବାଦ: ବୖେଦିକ, ପୗେରାଣିକ, ସାଂସ୍କୃତିକ ମହତ୍ୱ ଏବଂ ସାମାଜିକ ଉପଯୋଗିତାକୁ ଦୃଷ୍ଟିରେ ରଖି ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରିବାକୁ ଆହ୍ଲାବାଦ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।...

ରୋଜଗାର ଆଶାରେ ମତ୍ସ୍ୟଜୀବୀ ମାନେ ମାଛ ଧରୁଥିବା ବେଳେ ସୌଭାଗ୍ୟବଶତଃ ବେଳେବେଳେ ସେମାନଙ୍କର ଭାଗ୍ୟ ମଧ୍ୟ ବଦଳିଯାଇଥାଏ । ମହାରାଷ୍ଟ୍ରର ପାଲଘରର ଜଣେ ମତ୍ସ୍ୟଜୀବୀଙ୍କ ସହ ଏଭଳି...

ଭୁବନେଶ୍ୱର: ତିନିମାସର ଲୁଚକାଳି ଖେଳ ପରେ ଆଶା ସଞ୍ଚାର କରୁଛି ସାମ୍ଭାବ୍ୟ ଲଘୁଚାପ । ସେପ୍ଟେମ୍ବର ୫ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ...

ଝାରସୁଗୁଡ଼ା:  ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଲୁଟ ଅଭିଯୋଗରେ ୱେବ ପୋର୍ଟାଲ ସାମ୍ବାଦିକ ଗିରିଫ । ଗିରଫ ଜଣକ ହେଲେ ଜନନୀ ପୋର୍ଟାଲର ସାମ୍ବାଦିକ ଦୀପକ...