ତାଜା ଖବର ଗଞ୍ଜାମ: ଶେରଗଡ଼ ଥାନା କେରିକେରିଝୋଳା ଗାଁରେ ହତ୍ୟାକାଣ୍ଡ । ପାରିବାରିକ କଳହରୁ ପୁଅକୁ କାଠ ଫାଳିଆରେ ପିଟି ହତ୍ୟା କଲା ବାପା । ପୁଅ ପିଣ୍ଟୁ ଗୌଡ଼ ମୃତ । ବାପା ଶିବ ଗୌଡ଼ ଗିରଫ । October 29, 2019 ')}
ତାଜା ଖବର ବାଲିଗୁଡ଼ା: ୬୨ କେଜି ଗଞ୍ଜେଇ ସହ କାର୍ ଜବତ, ୩ ଜଣ ଗିରଫ । ଫିରିଙ୍ଗିଆ ଅଞ୍ଚଳରୁ ଭୁବନେଶ୍ୱର ଚାଲାଣ ହେଉଥିଲା ଗଞ୍ଜେଇ । October 29, 2019 ')}
ତାଜା ଖବର ମଧ୍ୟପ୍ରଦେଶ: ଇନ୍ଦୋର ତେଜାଜୀ ନଗରେ ୨ କାର୍ ମୁହାଁମୁହିଁ ଧକ୍କା । ୬ ମୃତ, ୫ ଜଣ ଗୁରୁତର । October 29, 2019 ')}
ତାଜା ଖବର ପୁରୀ: ଉଦ୍ଧାର ଆଣ୍ଡାମାନ ନାବିକଙ୍କ ପ୍ରତି ପ୍ରଶାସନର ଅବହେଳା ଅଭିଯୋଗ । ମେଡିକାଲ ଚଟାଣରେ ରଖି ଅମ୍ରିତ କୁଜୁରଙ୍କ ଚିକିତ୍ସା । ବ୍ରହ୍ମଗିରି କ୍ଷିରିସାହି ନିକଟ ସମୁଦ୍ର ବେଳାଭୂମିରୁ ୨ ଦିନ ତଳେ ଉଦ୍ଧାର ହୋଇଥିଲେ ଆଣ୍ଡାମାନ ନାବିକ । October 29, 2019 ')}
ତାଜା ଖବର ଇ-ଅଫିସରେ ସାମିଲ ହେଲା ରାଜ୍ୟର ୫ଟି ବାଟାଲିଅନ । ଢେଙ୍କାନାଳ, ମାଲକାନଗିରି, କଟକ, ଖୋର୍ଦ୍ଧା ଓ ରାଉଲକେଲା ସାମିଲ । ଦିଆଯିବ ଉନ୍ନତମାନର ଟ୍ରେନିଂ । ୨୦୨୦ ମାର୍ଚ୍ଚ ୨୦ ସୁଦ୍ଧା ଇ-ଅଫିସରେ ସାମିଲ ହେବ ସମସ୍ତ ବାଟାଲିଅନ । October 29, 2019 ')}
ତାଜା ଖବର ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡ଼େ । ଜଷ୍ଟିସ୍ ବୋବଡେଙ୍କ ନାଁରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । October 29, 2019 ')}
ତାଜା ଖବର ମହାରାଷ୍ଟ୍ର: ଥାଣେର ପୁର୍ଣ୍ଣା ଅଞ୍ଚଳରେ ଅଗ୍ନିକାଣ୍ଡ । ଏକ ଗୋଦାମରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ସୂଚନା । October 29, 2019 ')}
ତାଜା ଖବର ରାଉରକେଲା: ଜଣେ ଘରୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା । IGH ମର୍ଗ ହାଉସରେ ମୃତଦେହ ରଖି ସୁରକ୍ଷାକର୍ମୀଙ୍କ ଆନ୍ଦୋଳନ । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି । October 29, 2019 ')}
ତାଜା ଖବର ଆଠଗଡ଼: ଖୁଣ୍ଟୁଣୀ ଥାନା ଏନ୍ଏଚ୍-୫୫ ରାଧାକିଶୋରପୁର ଓଭରବ୍ରିଜ ନିକଟରୁ ୧୮ ଲକ୍ଷ ଟଙ୍କା ଲୁଟ୍ । କଳା ପଲସରରେ ଆସି ବିମଲ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ । October 29, 2019 ')}
ତାଜା ଖବର ଜାତୀୟସ୍ତରର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ୧ ବର୍ଷ ଯାଏଁ ମାସିକ ୧ହଜାର ଟଙ୍କା, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ୫୦୦ ଓ ୩୦୦ ଟଙ୍କା ଭତ୍ତା ଦିଆଯିବ। October 29, 2019 ')}