ମୁଖ୍ୟ ଖବର

ବେଙ୍ଗଳୁରୁ: ଅନ୍ତିମ ଦିନିକିଆରେ ଭାରତ ଦମଦାର ପ୍ରଦର୍ଶନ । ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇ ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ । ୨୮୭ ରନର ପିଛା କରୁଥିବା...

ଚିଲିକା/ବ୍ରହ୍ମଗିରି: ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା । ୧୮ଟି ଟିମ୍‌ ଥିବା ୧୩୩ ସଦସ୍ୟ ଏହି ଗଣନା କରୁଛନ୍ତି । କେନ୍ଦ୍ରୀୟ ଚିଲିକାରେ ୧୦ଟି...

ବାଲିଗୁଡ଼ା: କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା । ଗାଁ କୁ ରାସ୍ତା ନଥିବାରୁ ପାଖାପାଖି ସାତ କିଲୋମିଟର ଟୋକେଇରେ ବୁହାହେଲେ ପ୍ରସୂତି ମହିଳା । କନ୍ଧମାଳ ଜିଲ୍ଲା...

ଭୁବନେଶ୍ୱର: ପରୀକ୍ଷାକୁ ନେଇ ବିଜେବି ଜୁନିଅର କଲେଜରେ ଉତ୍ତେଜନା । +୨ ପ୍ରଥମ ବର୍ଷ ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମେନ୍...

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ରୋକିବାକୁ ସରକାରଙ୍କ ପ୍ରୟାସ । ଏଣିକି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଜଗିବ ମୋବାଇଲ ଭ୍ୟାନ୍, ରାସ୍ତାରେ ରହିବେ ସ୍କ୍ୱାଡ୍ ।...

ମହାରାଷ୍ଟ୍ର: ଶିରିଡ଼ି ସାଇଙ୍କ ଜନ୍ମଭୂମିକୁ ନେଇ ତେଜିଲା ବିବାଦ । ପ୍ରତିବାଦରେ କାଲିଠୁ ଶିରିଡ଼ି ବନ୍ଦ ଡାକରା ଦିଆଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୟାନକୁ...

ସମ୍ବଲପୁର: ମଉଜ ଡାକି ଆଣିଲା ମୃତ୍ୟୁ । ଜଳ ପ୍ରପାତରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର । ପିକନିକ୍ ପାଇଁ ଯାଇଥିବା ବେଳେ ଯୁଯୁମୁରା ଦେବଝରଣ ଜଳପ୍ରପାତରେ...

1 min read

ଭୁବନେଶ୍ୱର: କଳିଙ୍ଗରେ କମାଲ କଲା ଟିମ ଇଣ୍ଡିଆ। ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚ୍‌କୁ  ୫-୨ ଗୋଲରେ ଜିତିଲା ଟିମ ଇଣ୍ଡିଆ । ଶକ୍ତିଶାଳୀ ନେଦରଲ୍ୟାଣ୍ଡସ୍‌କୁ ବଡ଼ ବ୍ୟବଧାନରେ ହରାଇ...

1 min read

ଭୁବନେଶ୍ୱର: ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ। ସକାଳୁ ସକାଳୁ ଘନ କୁହୁଡିରେ ରାସ୍ତାଘାଟ ଢାଙ୍କି ହୋଇଯାଇଛି । କୁହୁଡ଼ିର ତୀବ୍ରତା ଅଧିକ ଥିବା ବେଳେ ପ୍ରଭାବିତ ହୋଇପଡିଛି...

କବିସୂର୍ଯ୍ୟନଗର: ହତ୍ୟା ପରେ ଯୁବକଙ୍କୁ ପାଳ ଗଦାରେ ପକାଇ ପୋଡ଼ିଦେଲେ ଦୁର୍ବୃତ୍ତ । କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକଙ୍କର ପରିଚୟ...