ଭୁବନେଶ୍ୱର: ରାଜ୍ୟରେ ଏତେଟା ପ୍ରଭାବ ପକାଇବ ନାହିଁ କରୋନାର ତୃତୀୟ ଲହର। କାରଣ, ଲୋକଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାରେ ଲାଗିଛି। ବୟସ୍କଙ୍କ...
ଓଡ଼ିଶା
କେନ୍ଦୁଝର: ବହୁ ଦିନର ଅପେକ୍ଷା ପରେ ଆଜି ଖୋଲିଲା ଘଟଗାଁ ମା ତାରିଣୀ ମନ୍ଦିର। କଟକଣା ମଧ୍ୟ୍ୟରେ ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା...
ଜୟପୁର: ବିଶ୍ୱର ଦାମୀ କଫି ଲୁୱକ ନାଁ ଶୁଣିଥିବେ, ହେଲେ ଏବେ ଦିୱାନା କରିବ କୋରାଫୁଟ କଫି । ବିଶ୍ୱବଜାରରେ କୋରାପୁଟ କଫି ବିକିବ ଟାଟା ।...
ନୂଆଦିଲ୍ଲୀ: ରାଜ୍ୟ ହାତକୁ ଆସିବ ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବା କ୍ଷମତା । ଲୋକସଭାରେ ଆଗତ ହୋଇଛି ଓବିସି ବିଲ୍ । ୭ ରାଜ୍ୟର ନିର୍ବାଚନ ...
ଭୁବନେଶ୍ୱର: ୩ ମାସ ସତର୍କ ରହିଲେ ଆସିବନି ତୃତୀୟ ଲହର । ଲୋକଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବାରୁ ତୃତୀୟ ଲହର ରାଜ୍ୟରେ...
ଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୁସି ଖବର । ଆସନ୍ତା ୨୩ରୁ ରାଜଧାନୀରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନେଇ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଏ...
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ...
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରୁ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମକୁ ବ୍ୟତୀତ ଅନ୍ୟ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛି...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୮୯ ଗୋଟି ବହୁମୁଖୀ କ୍ରୀଡ଼ା ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ...
ଭୁବନେଶ୍ୱର: ଆଇଏଏସ୍ ଓ ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଭାବେ...