ପାକୁଡ଼: ଝାଡ଼ଖଣ୍ଡର ପାକୁଡ଼ରେ ଶବ ନେବାକୁ ଅଡ଼ି ବସିଥିବା ପତ୍ନିକୁ ମିଳିଲା ଜୀବିତ ସ୍ୱାମୀ । ହଠାତ୍ମୃତ ଭାବି ନେଇଥିବା ସ୍ୱାମୀଙ୍କୁ ଦେଖିବା ପରେ ମହିଳାଙ୍କ ହୋଶ୍ଉଡ଼ିଗଲା...
ଜାତୀୟ
ଉତ୍ତର ପ୍ରଦେଶ: ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଯନ୍ତ୍ରଣାରେ ଚାଲିଗଲା ୧୯ ବର୍ଷିୟା ଝିଅର ଜୀବନ । ୟୁପିର ଫିରୋଜାବାଦରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା...
ନୂଆଦିଲ୍ଲୀ: ଅକ୍ସିଜେନ ସଙ୍କଟ ନେଇ ରାଜ୍ୟ ସରକାରଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏମିତିକି ମଙ୍ଗଳବାର ଦିନ କରାେନା ସ୍ଥିତି ନେଇ...
ନୂଆଦିଲ୍ଲୀ: କରୋନା ସ୍ଥିତିକୁ ନେଇ ସାରା ଦେଶ ଚିନ୍ତିତ ରହିଥିବା ବେଳେ ମେ ମାସରୁ ରାଷ୍ଟ୍ରୀୟ ଟିକାକରଣ ଅଭିଯାନର ଦ୍ୱତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ।...
ନୂଆଦିଲ୍ଲୀ: ସିଡନୀରୁ ଉଡ଼ାଣ ଭରିବାକୁ ଥିବା ଏୟର ଇଣ୍ଡିଆ ବିମାନର ଜଣେ ପାଏଲଟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ...
ହୁଗଲି: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଉତ୍ତରପ୍ରଦେଶରେ ମଧ୍ୟ କରୋନାର କାୟା ଦେଖିବାକୁ ମିଳିଛି । କରୋନା ସଙ୍କଟ ବେଳେ ଅକ୍ସିଜେନର ଅଭାବ...
ଲକ୍ଷ୍ନୗେ: ଦସ୍ତଖତକୁ ନେଇ ନର୍ସ-ଡାକ୍ତର ହାତାହାତି ହୋଇଥିବା ଅଭିଯୋଗ ହୋଇଛି। ଏକ ମୃତ୍ୟୁ ପ୍ରମାଣପତ୍ରରେ ଡାକ୍ତରଙ୍କ ଦସ୍ତଖତକୁ ନେଇ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଛି। ପ୍ରଥମେ ପରସ୍ପରକୁ...
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପରିଚାଳନା ସହ ଜଡିତ ଅକ୍ସିଜେନର ଅଭାବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଶୁଣାଣି କରିଛନ୍ତି। ସର୍ବୋଚ୍ଚ ଅଦାଲତ ଟିକା...
ବେଙ୍ଗାଲୁରୁ: କନ୍ନଡ଼ ଅଭିନେତ୍ରୀ ଶନୟା କାଟୱେଙ୍କୁ ପୁଲିସ ଗିରଫ କରିଛି। ସନାୟାଙ୍କୁ ତାଙ୍କ ଭାଇଙ୍କ ହତ୍ୟା ମାମଲାରେ କର୍ଣ୍ଣାଟକର ହୁବଲି ପୁଲିସ୍ ଗିରଫ କରିଛି। ଖବର ଅନୁଯାୟୀ,...
ନୂଆଦିଲ୍ଲୀ: ଯଦି କୌଣସି କରୋନା ସଂକ୍ରମିତ ବ୍ୟକ୍ତି ମାକ୍ସ ପିନ୍ଧୁନାହିଁ ଏବଂ ସାମାଜିକ ଦୂରତା ପାଳନ କରୁନାହିଁ ତେବେ ସେ ୩୦ ଦିନ ମଧ୍ୟରେ ୪୦୬ ସୁସ୍ଥ...