ତାଜା ଖବର ମହାରାଷ୍ଟ୍ର: ସରକାର ଗଠନ ପୂର୍ବରୁ ବଢ଼ୁଛି ଶିବସେନାର ବଳ; ସମର୍ଥନ ଦେଲେ ପ୍ରହାର ଜନଶକ୍ତି ପାର୍ଟିର ୨ ବିଧାୟକ October 27, 2019 ')}
ତାଜା ଖବର ହରିୟାଣା: ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ୍ ଖଟ୍ଟର । ଉପମୁଖ୍ୟମନ୍ତ୍ରୀ ଭାବେ ଦୁଷ୍ୟନ୍ତ ଚୌତାଲାଙ୍କ ଶପଥ ଗ୍ରହଣ । October 27, 2019 ')}
ତାଜା ଖବର ନିଖୋଜ ମହିଳାଙ୍କ ମୃତଦେହ ଠାବ । କୋଇଡ଼ା ଥାନା ଅନ୍ତର୍ଗତ ସରଗିଗଡ ନାଳରୁ ମୃତଦେହ ଉଦ୍ଧାର କଲା କୋଇଡା ପୋଲିସ । ମୃତ ମହିଳା ଜଣଙ୍କ ସୁକୁମାର ମୁଣ୍ଡା October 26, 2019 ')}
ତାଜା ଖବର ୧୧ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ରାଜସ୍ୱ ବିଭାଗ । ୨ ଜଣ ଓଏଏସ୍ ଅଧିକାରୀଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ୯ ଜଣଙ୍କ ପେନସନ୍ ବନ୍ଦ ପାଇଁ ନିଷ୍ପତ୍ତି । October 26, 2019 ')}
ତାଜା ଖବର ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ କଲ୍ ସେଣ୍ଟର । ଜିଲ୍ଲାର ଅଭିଯୋଗ ଶୁଣାଣିକୁ ତଦାରଖ କରିବା ପାଇଁ ସରକାରଙ୍କ ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ କଲ୍ ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ନେଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ଟ୍ରୋଲ୍ ଫ୍ରି ନମ୍ବରରେ କଲ୍ କରିପାରିବେ ହିତାଧିକାରୀ । October 26, 2019 ')}
ତାଜା ଖବର ରାଜ୍ୟରେ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । October 26, 2019 ')}
ତାଜା ଖବର ସୋର: ଏନ୍ଏଚ୍-୧୬ ଦହିସଡ଼ା ଛକ ନିକଟରେ ସ୍କର୍ପିଓ ଓଲଟି ୫ ଜଣ ଗୁରୁତର, କଟକ ସ୍ଥାନାନ୍ତର October 26, 2019 ')}
ତାଜା ଖବର ଜଟଣୀ, ଖଣ୍ଡଗିରି ଓ ମଞ୍ଚେଶ୍ୱର ଥାନା ଅଧୀନସ୍ଥ ବିଭିନ୍ନ ବାଣ ଦୋକାନରେ ଯାଞ୍ଚ । ମିଳିତ ଯାଞ୍ଚ କରୁଛନ୍ତି କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କର୍ମଚାରୀ । October 26, 2019 ')}
ତାଜା ଖବର ଭଦ୍ରକ: କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ, ଭଦ୍ରକ ମେଡିକାଲରେ ଭର୍ତ୍ତି । ଖାଦ୍ୟରେ ଝିଟିପିଟି ପଡ଼ିଥିବା ଅଭିଯୋଗ । October 26, 2019 ')}
ତାଜା ଖବର କଟକ: ନିମସାହିରେ ପୁରୀଘାଟ ଥାନା ପୋଲିସର ଚଢ଼ାଉ । ପ୍ରାୟ ୨ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ୬ ଗିରଫ । October 26, 2019 ')}