ତାଜା ଖବର

ଭୁବନେଶ୍ୱର: ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବି ଚାଲିପାରିଲାନି ଗୃହ । ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ବିଧାନସଭା ଅପରାହ୍ଣ ୩ଟା ଯାଏଁ ମୁଲତବି ।

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପୁଣି ଗୃହ ଅଚଳ । ବିଧାନସଭା ସନ୍ଧ୍ୟା ୫ଟା ୩୦ ଯାଏଁ ମୁଲତବି । ଗୃହ ସୁପରିଚାଳନା ପାଇଁ ସନ୍ଧ୍ୟା ୫ଟାରେ...

ନବରଙ୍ଗପୁର: ପାପଡ଼ାହାଣ୍ଡି ନିକଟ ଡିଅର ପାର୍କ ନିକଟରେ ଓଲଟିଲା ବସ୍, ୨ ମୃତ । ୨୦ରୁ ଅଧିକ ଆହତ ନବରଙ୍ଗପୁର ଓ ପାପଡ଼ାହାଣ୍ଡି ମେଡିକାଲ ସ୍ଥାନାନ୍ତର ।

ଘଟଗାଁ: ବୃକ୍ଷ ରୋପଣ ନାଁରେ ଦୁର୍ନୀତି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ପରେ ୨ ବନ କର୍ମଚାରୀ ନିଳମ୍ବିତ । ଦେଓବନ୍ଧ ଫରେଷ୍ଟର ମୋହିନୀ ମହାନ୍ତ ଓ...

ଢେଙ୍କାନାଳ: ଟାଉନ ଥାନା ଭଗବାନପୁର ଛକରେ ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ରୋଗୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ । ଖୁଣ୍ଟରେ ଧକ୍କା ପରେ...

ଭଞ୍ଜନଗର: ବେଲଗୁଣ୍ଠା କୋକଲୁଣ୍ଡା ଗାଁରେ ଅଘଟଣ । ବିଦ୍ୟୁତ୍ ଆଘାତରେ ଜେଜେ ମାଆ ଓ ନାତି ମୃତ । ମୃତକ ହେଲେ ରାଜେଶ ଜେନା ଓ ଶିଶୁଳା...

ନୂଆଦିଲ୍ଲୀ: ରାଜିନ୍ଦର ନଗର ବିଧାନସଭା ଆସନରୁ ୨୦ ହଜାର ୫୮ ଭୋଟ ବ୍ୟବଧାନରେ ଜିତିଲେ ଆମ୍ ଆଦମୀ ପାର୍ଟିର ରାଘବ ଚଢ଼ା ।

ନୂଆଦିଲ୍ଲୀ: ନିର୍ଭୟା ମାମଲା, ଦୟା ଆବେଦନ ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା ଦୋଷୀ ବିନୟ ଶର୍ମା ।