ତାଜା ଖବର ଓଡ଼ିଶା ସରକାର ଏବଂ ୟୁନିସେଫ୍ ମଧ୍ୟରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଇପ୍ ପାଣି ଯୋଗାଣ ନେଇ ଚୁକ୍ତି ସ୍ୱାକ୍ଷର । ଶତ ପ୍ରତିଶତ ମିଟକ ବ୍ୟବସ୍ଥାରେ ସାମିଲ ହେବେ SHG ମହିଳା । ପୁରୀ ଓ ଭୁବନେଶ୍ୱରରେ ଆରମ୍ଭ ହେବ ପାଇଲଟ୍ ପ୍ରୋଜେକ୍ଟ October 25, 2019 ')}
ତାଜା ଖବର ବଦଳିଲେ ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ । ଗୋଆର ନୂଆ ରାଜ୍ୟପାଳ ଭାବେ ସତ୍ୟପାଲଙ୍କୁ ଦାୟିତ୍ୱ । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ରାଜ୍ୟପାଳ ମଲ୍ଲିକ ବେଶ୍ ଚର୍ଚ୍ଚାରେ ଥିଲେ । October 25, 2019 ')}
ତାଜା ଖବର ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ ଓ କଶ୍ମୀରର ଉପ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ । ରାଧାକୃଷ୍ଣ ମାଥୁର ଲଦାଖର ପ୍ରଥମ ଉପ ରାଜ୍ୟପାଳ ନିଯୁକ୍ତ । October 25, 2019 ')}
ତାଜା ଖବର ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପୁରରେ ବିଜେଡି ୧୬୪୭୩ ଭୋଟରେ ଆଗୁଆ । ବିଜେଡି-୨୨୪୭୩ ବିଜେପି-୬୦୦୦ କଂଗ୍ରେସ-୮୧୫ । October 24, 2019 ')}
ତାଜା ଖବର ବିଜେପୁରରେ ୧୬ ରାଉଣ୍ଡ ସୁଦ୍ଧା ବିଜେଡି ୮୦,୨୭୦ ଭୋଟରେ ଆଗୁଆ । ବିଜେଡି-୧,୧୦,୦୮୫ ବିଜେପି-୨୯,୮୧୫ କଂଗ୍ରେସ-୪,୬୦୮ । October 24, 2019 ')}
ତାଜା ଖବର ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ବାଣୀବିହାର ସିଣ୍ଡିକେଟ୍ ଅଫିସରେ ନିଆଁ ଲାଗିଥିବା ସୂଚନା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା । କ୍ଷୟକ୍ଷତିର ସୂଚନା ମିଳିନି । ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ ବାହିନୀ । October 24, 2019 ')}
ତାଜା ଖବର ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପୁରରେ ୨୩୩୬୫ ଭୋଟରେ ବିଜେଡି ଆଗରେ । ବିଜେଡି-୩୧୨୮୬ ବିଜେପି-୭୯୨୧ କଂଗ୍ରେସ-୧୧୧୫ । October 24, 2019 ')}
ତାଜା ଖବର ସପ୍ତମ ଶ୍ରେଣୀ ଛାତ୍ର କେନାଲ ରେ ଗାଧୋଇବାକୁ ଯାଇ ପାଣି ରେ ବୁଡି ମୃତ । ଧର୍ମଗଡ ବ୍ଲକ ସନ୍ଧିକୁଲିଆରୀ ନିକଟ ଇନ୍ଦ୍ରାବତୀ କେନାଲ ରୁ ଶବ ଉଦ୍ଧାର । October 24, 2019 ')}
ତାଜା ଖବର ନଭେମ୍ୱର ୧୩ରୁ ବିଧାନସଭା ଅଧିବେଶନ । ଡିସେମ୍ୱର ୧୯ ଯାଏଁ ଶୀତ ଅଧିବେଶନ । ଶୀତ ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟ ଦିବସ । ଅଧିବେଶନରେ ଆସିବ ୨୦୧୯-୨୦ ସପ୍ଲିମେଣ୍ଟାରୀ ବଜେଟ୍ । October 24, 2019 ')}
ତାଜା ଖବର ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେପୁରରେ ବିଜେଡି ୨୮,୮୮୧ ଭୋଟରେ ଆଗରେ ରହିଛି । ବିଜେଡି-୩୮,୩୧୮ ବିଜେପି-୯,୫୦୭ କଂଗ୍ରେସ-୧,୪୩୫ । October 24, 2019 ')}