ତାଜା ଖବର ଭଦ୍ରକ: ଭଦ୍ରକ: ଦୁର୍ନୀତି ଅଭିଯୋଗରେ ପ୍ରାଣୀଧନ ଚିକିତ୍ସାଳୟର କନିଷ୍ଠ କିରାଣୀ ବିଜୟ କୁମାର ଧଳଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ । November 1, 2019 ')}
ତାଜା ଖବର ପୁରୀ: ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଫୋଏନିକ୍ସ ଫାଉଣ୍ଡେସନ୍ ସହଯୋଗରେ ଏହି ବିକାଶ କାର୍ଯ୍ୟ କରାଯିବ । November 1, 2019 ')}
ତାଜା ଖବର ସ୍ୱର୍ଗଦ୍ୱାର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା ସେ ସବୁ ଏବେ ଓଡି଼ଶାବାସୀଙ୍କ ସେବାରେ ଲାଗିବ । November 1, 2019 ')}
ତାଜା ଖବର ଭୁବନେଶ୍ୱର: ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ନିକଟତର ଭାରତୀୟ ମହିଳା ହକି ଟିମ୍ । ଏଫଆଇଏଚ୍ ହକି କ୍ୱାଲିଫାୟାର୍ସରେ ଆମେରିକାକୁ ୫-୧ ଗୋଲରେ ପରାସ୍ତ କଲା ଭାରତ । କ୍ୟାପଟେନ୍ ରାଣୀ ରାମପାଲ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ । November 1, 2019 ')}
ତାଜା ଖବର ଭଦ୍ରକ: ରୋଷେଇ କରିବା ବେଳେ ନିଆଁ ଲାଗି ଯୁବତୀ ଜୀବନ୍ତଦଗ୍ଧ । ମୃତକ ଭଦ୍ରକ ଗ୍ରାମାଞ୍ଚଳ ଥାନା ସିଙ୍ଗଡ଼ା ଗାଁର ସୁନୀତା ପରିଡ଼ା । November 1, 2019 ')}
ତାଜା ଖବର ବେଙ୍ଗଳୁରୁ: କଂଗ୍ରେସ ନେତା ଡିକେ ଶିବକୁମାର ଅସୁସ୍ଥ । ଆପୋଲୋ ହସ୍ପିଟାଲରେ ଭର୍ତ୍ତି । November 1, 2019 ')}
ତାଜା ଖବର ନୂଆଦିଲ୍ଲୀ: ଭାରତ-ଜର୍ମାନୀ ମଧ୍ୟରେ ୨୦ଟି ରାଜିନାମା ସ୍ୱାକ୍ଷରିତ । ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼ିବେ ୨ ଦେଶ । November 1, 2019 ')}
ତାଜା ଖବର ମହାରାଷ୍ଟ୍ର : ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ । ଶିବସେନା ସହ ମିଶି ସରକାର ଗଢ଼ିବାକୁ ମନାକଲା ଏନସିପ, ବିରୋଧୀ ଦଳ ଭୂମିକା ନିଭାଇବାକୁ ସ୍ପଷ୍ଟ କଲେ ଶରଦ ପୱାର November 1, 2019 ')}
ତାଜା ଖବର ଭୁବନେଶ୍ୱର: FIH ଅଲିମ୍ପିକ କ୍ୱାଲିଫାୟାର୍ସ ମ୍ୟାଚରେ ଋଷିଆକୁ ୪-୨ରେ ହରାଇଲା ଭାରତୀୟ ପୁରୁଷ ହକି ଦଳ । November 1, 2019 ')}
ତାଜା ଖବର ଲଦାଖ୍: ଲେଫ୍ଟନାଣ୍ଟ ଗଭର୍ଣ୍ଣରଭାବେ ଶପଥନେଲେ ରାଧାକୃଷ୍ଣ ମାଥୁର୍ । ୧୯୭୭ ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ହେଉଛନ୍ତି ମାଥୁର୍ October 31, 2019 ')}