ତାଜା ଖବର ରାଜ୍ୟରେ ଲାଗି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ ଆଲର୍ଟରେ ୫ ଜିଲ୍ଲା, ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ସତର୍କତା October 24, 2019 ')}
ତାଜା ଖବର ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସମ୍ବଲପୁର ବରଗଡ ଜାତୀୟ ରାଜପଥ କଟାପାଲି ଠାରେ ହାଇଓ୍ୱାକୁ ପିଟିଲା କାର୍ । October 24, 2019 ')}
ତାଜା ଖବର ବିଜେପୁରରେ ବିଜେଡି ଅଷ୍ଟମ ରାଉଣ୍ଡ ସୁଦ୍ଧା ୪୨,୧୪୮ ଭୋଟରେ ଆଗୁଆ । ବିଜେଡି-୫୮,୨୭୭ , ବିଜେପି-୧୬,୧୨୯ କଂଗ୍ରେସ-୨,୨୦୯ । October 24, 2019 ')}
ତାଜା ଖବର ବିଜେପି ପାଇଁ ଚିନ୍ତା ବଢ଼ାଇଲା ହରିୟାଣା ବିଧାନସଭାର ଫଳାଫଳ, ମ୍ୟାଜିକ୍ ନମ୍ବରଠାରୁ ବହୁ ପଛରେ ବିଜେପି October 24, 2019 ')}
ତାଜା ଖବର ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଆରମ୍ଭ । ମତ ଗଣନା ପାଇଁ ୨୫ ହଜାର କର୍ମଚାରୀ ନିୟୋଜିତ । October 24, 2019 ')}
ତାଜା ଖବର ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ୫୨,୧୪୨ ଭୋଟରେ ଆଗୁଆ । ବିଜେଡି (ରୀତା ସାହୁ) – ୭୧୨୨୯ ବିଜେପି (ସନତ ଗଡତିଆ) – ୧୯୦୮୭ କଂଗ୍ରେସ (ଦିଲ୍ଲୀପ ପଣ୍ଡା) – ୨୭୭୩ ନୋଟା ୧୧୦୭ । October 24, 2019 ')}
ତାଜା ଖବର ଯାଜପୁର ହରିଦାସପୁର PEO ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା । ସରକାରୀ ଜଙ୍ଗଲ ଜମିରେ ଗେଷ୍ଟ ହାଉସ ଥିବା ନେଇ ମିଳିଛି ପ୍ରମାଣ । ରୂପେଶ ଭଦ୍ରଙ୍କ ନାଁରେ ରହିଛି ଗେଷ୍ଟ ହାଉସ୍ । ତହସିଲଦାରଙ୍କ ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। October 24, 2019 ')}
ତାଜା ଖବର ଖୋର୍ଦ୍ଧ: ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମରେ କାନ୍ଥ ପଡି ମହିଳା ଗୁରୁତର ଆହତ । ମହିଳାଙ୍କ ନାମ ଶାନ୍ତିଲତା ବିଶ୍ବାଳ । October 24, 2019 ')}
ତାଜା ଖବର ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା । ଲଗାଣ ବର୍ଷାରେ ଉବୁଟୁବୁ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ୍ । ବ୍ଲକରେ ମୋଟ୍ ୧୭୧.୬ ମିଲିମିଟର ବର୍ଷା ରେକର୍ଡ । October 24, 2019 ')}