ତାଜା ଖବର ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ବିଜେପୁରରେ ଆଗୁଆ । ବିଜେଡି-୧୪୨୭୫ ବିଜେପି-୪୩୭୮ କଂଗ୍ରେସ-୫୬୯ । October 24, 2019 ')}
ତାଜା ଖବର ଲଗାଣ ବର୍ଷାରେ ବେହାଲ ସାନଖେମୁଣ୍ଡି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହଜାର ହଜାର ଚାଷ ଜମି ଜଳମଗ୍ନ । ପାଟପୁର ସ୍ଥିତ ବୁଦ୍ଧେଶ୍ବର ମନ୍ଦୀର ନିକଟ ପୋଚକା ନାଳ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇଗଲା । October 24, 2019 ')}
ତାଜା ଖବର ବାଂଲାଦେଶ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ୩ ମ୍ୟାଚ ବିଶିଷ୍ଟ T20 ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ।୨ଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା । T20 ରେ ବିରାଟଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ । October 24, 2019 ')}
ତାଜା ଖବର ରାଉରକେଲା ବନଖଣ୍ଡ ଅନ୍ତର୍ଗତ ଲାଠିକଟା, ଟିମଯୋର, ତୋପାଡିହିରେ ୧୮ ଜଣିଆ ହାତୀପଲ । ହାତୀପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗର ଉଦ୍ୟମ ଜାରି । October 23, 2019 ')}
ତାଜା ଖବର ସୁବର୍ଣ୍ଣପୁର ଜିଲ୍ଲା ଖରଜୁରା ଗାଁର ଶତାଧିକ ମହିଳାଙ୍କ ସ୍ଥାୟୀ ଘରପଟ୍ଟା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ October 23, 2019 ')}
ତାଜା ଖବର ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ବିଶାଳ ପ୍ରଜାମେଳି । ମୌଳିକ ସୁବିଧା ଅପହଞ୍ଚ ପ୍ରତିବାଦରେ ଆନ୍ଦୋଳନ । ମୁଦୁଲିଗୁଡାକୁ ପଞ୍ଚାୟତ କରିବା ପାଇଁ ଦାବି । ନାକାମାମୁଡି ପଞ୍ଚାୟତ ଖଜୁରିଗୁଡ଼ାରେ ଏକାଠି ହେଲେ ଶତାଧିକ ଲୋକ । ଦାବି ପୂରଣ ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ । October 23, 2019 ')}
ତାଜା ଖବର ବଲାଙ୍ଗୀର : ୫ ଦଫା ଦାବି ନେଇ ଜେ.କୋଶଳ କୃଷକ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ମୁଖ୍ୟରାସ୍ତା ଅବରୋଧ | କୋଶଳ ନେତା ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ ଆନ୍ଦୋଳନ | ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । October 23, 2019 ')}
ତାଜା ଖବର ପଟ୍ଟାମୁଣ୍ଡାଇ : ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଦାଣ୍ଡିସାହି ଗାଁ ର ପିତାମ୍ବର ସାହୁ । ପିତାମ୍ବର ଗତ ୨୧ ତାରିଖରୁ ନିଖୋଜ ଥିଲେ । October 23, 2019 ')}
ତାଜା ଖବର ଲଣ୍ଡନର ଏକ ଟ୍ରକ୍ କଣ୍ଟେନରରୁ ୩୯ ମୃତଦେହ ଉଦ୍ଧାର । ଇଷ୍ଟ ଲଣ୍ଡନ ପୋଲିସ ଘଟଣାର ତଦନ୍ତ କରୁଛି । October 23, 2019 ')}
ତାଜା ଖବର BCCIର ନୂଆ ଟିମ୍ ନେବ ଶପଥ । ଆଜିଠୁ ସୌରଭ ଗାଙ୍ଗୁଲି ସମ୍ଭାଳିବେ BCCI । ଅଧ୍ୟକ୍ଷ ଭାବେ ଔପଚାରିକ ଘୋଷଣା ସହ କାର୍ଯ୍ୟଭାର ନେବେ । October 23, 2019 ')}