ତାଜା ଖବର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ବିରୋଧ ପ୍ରଦର୍ଶନ । ପ୍ରଶ୍ନଉତ୍ତର ବାତିଲ୍ କରି ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ଦାବି । ବିଧାନସଭା ଦିନ ୧୨ଟା ଯାଏଁ ମୁଲତବି । November 14, 2019 ')}
ତାଜା ଖବର ନୂଆଦିଲ୍ଲୀ : ରାଫେଲ୍ ଡିଲକୁ ନେଇ ହୋଇଥିବା ରିଭ୍ୟୁ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ୍ । ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ହୋଇଥିଲା ବିଚାର । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କ୍ଷମା ମାଗିସାରିଛନ୍ତି ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ । November 14, 2019 ')}
ତାଜା ଖବର କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ, ଖରିଆରରେ ପ୍ରତିଷ୍ଠା ହେବ କୋର୍ଟ । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ପ୍ରତିଷ୍ଠା ନେଇ ଅନୁମତି । ହାଇକୋର୍ଟଙ୍କ ପ୍ରସ୍ତାବକୁ ମୋହର ମାରିଲେ ସରକାର । କଟକରେ ଚତୁର୍ଥ ଓ ଭଦ୍ରକରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ଖୋଲିବ । November 14, 2019 ')}
ତାଜା ଖବର ଭୁବନେଶ୍ୱର : ହଟ୍ଟଗୋଳ ମଧ୍ୟରେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବେକରେ ଦଉଡି ଲାଗି ଶ୍ବାସରୁଦ୍ଧ ଯୋଗୁଁ ସ୍ମିତାରାଣୀଙ୍କର ମୃତ୍ୟୁ ହୋଇଛି, ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। November 14, 2019 ')}
ତାଜା ଖବର ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମୋ ସ୍କୁଲ୍’ ଆପ୍ ଉନ୍ମୋଚିତ। ମୋ ସ୍କୁଲ କାର୍ଯ୍ୟକ୍ରମର ୨ ବର୍ଷ ପୂର୍ତ୍ତି ଅବସରରେ ଉନ୍ମୋଚିତ ହେଲା ମୋ ସ୍କୁଲ ଆପ୍ । ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହ ଯୋଡ଼ିବା ଏହାର ମୂଳ ଲକ୍ଷ୍ୟ । November 14, 2019 ')}
ତାଜା ଖବର ଭୁବନେଶ୍ୱର : ସାଂସଦଙ୍କ ପରେ ଏଣିକି ପ୍ରଦର୍ଶନ ନେଇ ରିପୋର୍ଟ ଦେବେ ବିଜେଡି ବିଧାୟକ । ପ୍ରତି ୨ମାସରେ ବିଧାୟକ ରିପୋର୍ଟ ଦେବାକୁ ଗଠନ ହେଲା ୪ ଜଣିଆ କମିଟି । ସମସ୍ତେ ବିଧାନସଭାରେ ଉପସ୍ଥିତ ରହିବାକୁ ମଧ୍ୟ ନିର୍ଦ୍ଦେଶ । ପ୍ରତ୍ୟକ ଦିନ ୧୧ଟା ୩୦ ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ବିଧାନସଭାରେ ଉପସ୍ଥିତି ନେଇ ରିପୋର୍ଟ ଦେବେ। ଯେଉଁ ବିଧାୟକ ୨ ଦିନରୁ ଅଧିକ ଅନୁପସ୍ଥିତ ରହିବାକୁ ଚାହିଁବେ ସେମାନେ ସୁପ୍ରିମୋଙ୍କଠାରୁ ନେବେ ଅନୁମତି । ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । November 13, 2019 ')}
ତାଜା ଖବର ଭୁବନେଶ୍ୱର : ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭାରେ ଆଗତ ହେଲା ୨୦୧୯-୨୦ର ଅତିରିକ୍ତ ବଜେଟ୍। ୮,୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ । ଗୃହ କାର୍ଯ୍ୟ ଆସନ୍ତାକାଲି ଯାଏ ମୁଲତବି । ପ୍ରଶାସନିକ ବ୍ୟୟ ୨୬୭ କୋଟି ୨୩ ଲକ୍ଷ । କାର୍ଯ୍ୟକ୍ରମ ବ୍ୟୟ ୭,୩୨୨ କୋଟି ୮୦ ଲକ୍ଷ ଟଙ୍କା । November 13, 2019 ')}