ଭୁବନେଶ୍ୱର: ଉପାନ୍ତରୁ ଉପକୂଳ ସବୁଠୁ ସୁଦୃଢ଼ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମସ୍ତଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରୁଛି ।...
Year: 2022
ବାରିପଦା: ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ମାମଲା । ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରମନ୍ତ୍ରୀ ବାରିପଦା...
କିଭ୍: ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ । ଗୋଟିଏ ସପ୍ତାହ ମଧ୍ୟରେ ଭୋଲୋଦିମିର ଜେଲେଂସ୍କିଙ୍କୁ ତିନିଥର ମାରିବାକୁ ଉଦ୍ୟମ କରାଯାଇଛି । ବ୍ରିଟିଶ୍ ଖବରକାଗଜ ଦ ଟାଇମ୍ସ...
ଇସଲାମାବାଦ: ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣରେ ୩୦ରୁ ଅଧିକ ଲୋକଙ୍କ ମୃତ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ...
ମୋହଲି: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଉଛି ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା...
ନ୍ୟୁଜିଲାଣ୍ଡ: ଆଜିଠାରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ । ଚଳିତ ମହିଳା ବିଶ୍ୱକପରେ ମୋଟ ୮ଟି ଦଳ ଭାଗ ନେଉଛନ୍ତି । ଆୟୋଜକ...
ବାଙ୍ଗାଲୁରୁ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଭାରତର ଅନେକ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ସେମାନଙ୍କୁ ସ୍ୱଦେଶ ଆଣିବାକୁ ଚାଲିଛି ଅହରହ ପ୍ରୟାସ ।...
ରେଲୱେ କବଚ ଟେକନିକ୍: ଭାରତୀୟ ରେଲୱେ ପାଇଁ ଆଜିର ଦିନଟି ଐତିହାସିକ । ରେଲୱେ 'କବଚ ଟେକନିକ୍' ପରୀକ୍ଷଣ ସଫଳ ହୋଇଛି । ଏଥିରେ ଦୁଇଟି ଟ୍ରେନ...
ଯାଜପୁର: ଯାଜପୁର ଜିଲ୍ଲାର ପାଣିକୋଇଲିଠାରେ ଆଜି ’ସକାଳ’ ଖବରକାଗଜର ତୃତୀୟ ପ୍ରିଣ୍ଟିଂ ପ୍ରେସ୍ ଉଦଘାଟିତ ହୋଇଛି । ସକାଳ ଓ ନନ୍ଦିଘୋଷ ଟିଭିର ମୁଖ୍ୟ ତଥା ରାଜ୍ୟ...
ନୂଆଦିଲ୍ଲୀ: ରିଲାଏନ୍ସ ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ । ଦେଶରେ ଏହାର ବ୍ୟବହାରକାରୀ ମଧ୍ୟ ଅନେକ । କମ୍ପାନୀ ତାର ଉପଭୋକ୍ତାମାନଙ୍କ ସୁବିଧା...