ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଗୁରୁବାର ସାବରମତି ଆଶ୍ରମକୁ ଯାଇଥିଲେ । ସେଠାରେ ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍ ଚରଖା ମଧ୍ୟ ଚଲାଇଲେ ।...
Year: 2022
ନୂଆଦିଲ୍ଲୀ: ଆତ୍ମହତ୍ୟା କରିଥାନ୍ତେ ଦିନେଶ କାର୍ତ୍ତିକ । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ପାଇଁ ଖେଳୁଥିବା ଦିନେଶ ଏବେ ଭଲ ଫର୍ମରେ ଅଛନ୍ତି । ୩୬ ବର୍ଷୀୟ...
କୋରାପୁଟ: କୋଲାବ ଜଳ ଭଣ୍ଡାରରୁ ନିଖୋଜ ସପ୍ଟୱେର ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର । ଜଳ ଭଣ୍ଡାରର ପୋଲ ନିକଟରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।...
ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଲଟେରୀରେ ୬ କୋଟିରୁ ଅଧିକ ଟଙ୍କା ଜିତିଛନ୍ତି । ଏଥିପାଇଁ ସେ ଲଟେରୀ ଟର୍ମିନାଲର କ୍ଲର୍କଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ବ୍ୟକ୍ତିଙ୍କ...
ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଆଜି ସକାଳେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ...
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପାନ ମସଲା ବିଜ୍ଞାପନକୁ ନେଇ ସୋସିଅଲ ମିଡିଆରେ ଛାଇ ଯାଇଛନ୍ତି । ସମସ୍ତେ ତାଙ୍କୁ ଟ୍ରୋଲ କରୁଛନ୍ତି । ଅବଶ୍ୟ...
ଗଞ୍ଜାମ: ଆଇପିଏଲ ମ୍ୟାଚ ଚାଲିଥିବାବେଳେ ଗଞ୍ଜାମରେ ଚାଲିଛି ବେଟିଂ । ବେଟିଂ ଚଳାଇଥିଲେ ସିଧା ହାଜତକୁ ଗଲେ । ଗଞ୍ଜାମ ଜିଲ୍ଲା ପାଟପୁରରେ ଆଇପିଏଲ ବେଟିଂ ଅଭିଯୋଗରେ...
ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଆଜି ସକାଳେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ...
ଭୁବନେଶ୍ୱର: ହକିକୁ ମିଳିବ ଅଧିକ ଗୁରୁତ୍ବ । ରାଜ୍ୟରେ ହକି କ୍ରେଜ ବଢ଼ାଇବାକୁ ସରକାର ସ୍କୁଲସ୍ତରରେ ହିଁ ହକିକୁ େଫାକସ୍ କରିବେ । ସବୁ ସ୍କୁଲରେ ଖେଳାଯିବ...
ନୂଆଦିଲ୍ଲୀ: ଆଫଗାନିସ୍ତାନ ମଜାର ଏ ଶରିଫ୍ ସହର ସ୍ଥିତ ଶିୟା ମସଜିଦରେ ଗୁରୁବାର ଦ୍ୱପ୍ରହରରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ଗଣମାଧ୍ୟମ ଖବର ଅନୁସାରେ...