କରୋନା

ରାଉରକେଲା: ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ଗତକାଲି ରାଜ୍ୟରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ...

ଭୁବନେଶ୍ୱର: ଲକଡାଉନ ସମୟରେ ଲୋକସଂପର୍କର ଯୋଗସୂତ୍ର ସାଜିଛି ଅନଲାଇନ ଆପ୍‌ ।  ଅନଲାଇନରେ କିଏ ପାଠ ପଢୁଛି ତ ଆଉ କିଏ ସଙ୍ଗୀତ ସାଧନା କରୁଛି ।...

କେନ୍ଦ୍ରାପଡ଼ା: ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ରାଜନଗର ବ୍ଲକ ଅଞ୍ଚଳର । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା...

1 min read

ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଏକ ପ୍ରକାରର ଭୟ ହରଦମ ମନଭିତରେ ଲାଗିରହୁଛି। ଯାହାକୁ ନେଇ ସୁରକ୍ଷା ଦୃଷ୍ଟିରୁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। କ୍ରମାଗତ...

1 min read

୧୩୪୭ ମସିହାରେ, ବିଶ୍ୱରେ ପ୍ଲେଗ ରୋଗ ଆସିଥିଲା ଯେଉଁଥିରେ ସର୍ବାଧିକ ୨୦ କୋଟି ଲୋକ ପ୍ରାଣ ହରାଇଥିଲେ। ୧୮୧୭ ମସିହାରେ ଭାରତରେ କୋଲେରା ମହାମାରୀ ବ୍ୟାପିଥିଲା, ଏହି...

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ କଳାହାଣ୍ଡି ଜିଲ୍ଲାର ଆକ୍ରାନ୍ତ ଯୁବକ ସୁସ୍ଥ ହେଲେ...

ଭୁବନେଶ୍ୱର: ଶନିବାର ଚିହ୍ନଟ ୪ କରୋନା ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ମିଳିଛି । ୨ ଜଣ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ...

1 min read

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଦ୍ୱ୍ରାରା ସଂକ୍ରମିକ ଲୋଲଙ୍କ ସଂଖ୍ୟା ୮୦୦୦ରୁ ଅଧିକ ରହିଛି ।  ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ କରୋନା ଭାଇରସର କବଳରେ...

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ଦିନକୁ ଦିନ ଏହି ମହାମାରୀ ବ୍ୟାପିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ସରକାର ଅନେକ...

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟା ୧୩୫ କୋଟି ରୁ ଅଧିକ । ଚୀନ୍ ପରେ ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଭାରତ। ଏବେ ଭାରତରେ ଏକ ପ୍ରକାର...