LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
ତାଜା ଖବର
ତାଜା ଖବର
Budget
CBSE
Cinema
CWC2022
CWG 2022
ତାଜା ଖବର
ଭୁବନେଶ୍ୱର: ବିନା ହେଲମେଟରେ ଓଲିଉଡ୍ ହିରୋ ବାବୁସାନଙ୍କ ବାଇକ୍ ଡ୍ରାଇଭିଂ ଭିଡିଓ ଭାଇରାଲ ଘଟଣା । ୧ ହଜାର ଟଙ୍କାର ଚାଲାଣ କାଟିଲା କମିଶନରେଟ ପୋଲିସ ।
ତାଜା ଖବର
ଭୁବନେଶ୍ୱର: ଖାରବେଳ ନଗର ଥାନା ୟୁନିଟ୍-୪ ପୋଷ୍ଟାଲ କଲୋନୀରେ ବିଲେଇକୁ ଗୁଳି କରି ହତ୍ୟା ଘଟଣା । ଅଭିଯୁକ୍ତ କଲେଜ ଛାତ୍ର ଆଶୁତୋଷ ନାୟକଙ୍କୁ ଗିରଫ କଲା ପୋଲିସ ।
ତାଜା ଖବର
ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ବାରିପଦା ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ର । ଦୁର୍ଗାଙ୍କ ବାସଭବନରେ ଭିଜିଲାନ୍ସର ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ।
ତାଜା ଖବର
ୱାଂଶିଟନ୍: ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ହାଉସ୍ ଅଫ୍ ରିପ୍ରେଜେଣ୍ଟିଟିଭରେ ମହାଭିଯୋଗ ପ୍ରସ୍ତାବ ପାସ୍ ।
ତାଜା ଖବର
ଜମ୍ମୁ କଶ୍ମୀର: ନିୟନ୍ତ୍ରଣ ସୀମା ରେଖାର ମନକୋଟ ସେକ୍ଟର ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଗୁଳିଗୋଳା ସହ ମୋର୍ଟାର ମାଡ଼ କରୁଛି ପାକିସ୍ତାନ । କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ...
ତାଜା ଖବର
ନୂଆଦିଲ୍ଲୀ: ହାଇକୋର୍ଟରେ ‘ନିର୍ଭୟା’ ଦୋଷୀ ପୱନ କୁମାର ଆବେଦନ ମାମଲା । ଜାନୁଆରୀ ୨୪ ଯାଏଁ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ । ମାମଲାରେ ନୂଆ ଡକ୍ୟୁମେଣ୍ଟ ଦାଖଲ ପାଇଁ ସମୟ ମାଗିଲେ...
ତାଜା ଖବର
କେନ୍ଦୁଝର: ସଦର ରେଞ୍ଜ ଛେମୁଣ୍ଡିବିଲ ଗାଁରେ ହାତୀପଲଙ୍କ ଉପଦ୍ରବ । ବ୍ୟାପକ ଧାନ ଫସଲ ନଷ୍ଟ କଲେ ୧୩ ଟିକିଆ ହାତୀପଲ । ଭୟଭୀତ ଅବସ୍ଥାରେ ଗାଁ ଲୋକ ।
ତାଜା ଖବର
ଗୁଜରାଟ: ଜୁନାଗଡ଼ ଜିଲ୍ଲା ଖାମଭାଲିଆ ଗାଁରେ ଅଭାବନୀୟ ଘଟଣା । ୩ ଝିଅଙ୍କୁ କୂଅକୁ ଫିଙ୍ଗି ମାରିଦେବା ପରେ ଆତ୍ମହତ୍ୟା କଲେ କୃଷକ । ଆର୍ଥିକ ସଙ୍କଟ ଯୋଗୁଁ ଏମିତି କରିଥିବା ସନ୍ଦେହ...
ତାଜା ଖବର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଦିନିକିଆ 5T ଓ ମୋ ସରକାର କର୍ମଶାଳା ଆରମ୍ଭ । ଉଦଘାଟନ କଲେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ...
1
...
4,788
4,789
4,790
...
4,893
Page 4,789 of 4,893
Categories
ମୁଖ୍ୟ ଖବର
48799
ଓଡ଼ିଶା
45124
ତାଜା ଖବର
44031
ହାଇଲାଇଟ୍ ସମ୍ବାଦ
40867
ଜାତୀୟ
24066
ରାଜନୀତି
9000
Must Read
ଓଡ଼ିଶା
ବିପଦଶଙ୍କୁଳ ଅବସ୍ଥାରେ ବିଜୁ ସେତୁ, ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ
ଓଡ଼ିଶା
ଆସିକା ବାଲାଜୀ ସୂତାକଳରୁ ଖୋଲୁନି ତାଲା, ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିଲାଣି ଯନ୍ତ୍ରପାତି
ଓଡ଼ିଶା
ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ