ତାଜା ଖବର ସପ୍ତମ ଶ୍ରେଣୀ ଛାତ୍ର କେନାଲ ରେ ଗାଧୋଇବାକୁ ଯାଇ ପାଣି ରେ ବୁଡି ମୃତ । ଧର୍ମଗଡ ବ୍ଲକ ସନ୍ଧିକୁଲିଆରୀ ନିକଟ ଇନ୍ଦ୍ରାବତୀ କେନାଲ ରୁ ଶବ ଉଦ୍ଧାର । October 24, 2019 ')}
ତାଜା ଖବର ନଭେମ୍ୱର ୧୩ରୁ ବିଧାନସଭା ଅଧିବେଶନ । ଡିସେମ୍ୱର ୧୯ ଯାଏଁ ଶୀତ ଅଧିବେଶନ । ଶୀତ ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟ ଦିବସ । ଅଧିବେଶନରେ ଆସିବ ୨୦୧୯-୨୦ ସପ୍ଲିମେଣ୍ଟାରୀ ବଜେଟ୍ । October 24, 2019 ')}
ତାଜା ଖବର ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେପୁରରେ ବିଜେଡି ୨୮,୮୮୧ ଭୋଟରେ ଆଗରେ ରହିଛି । ବିଜେଡି-୩୮,୩୧୮ ବିଜେପି-୯,୫୦୭ କଂଗ୍ରେସ-୧,୪୩୫ । October 24, 2019 ')}
ତାଜା ଖବର ୯୭,୯୯୦ ଭୋଟରେ ବିଜେପୁର ଉପନିର୍ବାଚନ ଜିତିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୩୭,୯୫୫ ଓ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ୫,୮୭୧ ଭୋଟ୍ । October 24, 2019 ')}
ତାଜା ଖବର ବିଜେପୁରରେ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୩୪,୩୦୧ ଭୋଟରେ ଆଗୁଆ । ବିଜେଡି-୪୫,୩୭୫ ବିଜେପି-୧୧,୦୭୪ କଂଗ୍ରେସ-୧,୫୯୧ । October 24, 2019 ')}
ତାଜା ଖବର ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା । ଜଳଭଣ୍ଡାରର ୮ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୧,୫୨,୧୬୪ ଘନଫୁଟ ଜଳ । October 24, 2019 ')}
ତାଜା ଖବର ବିଜେପୁରରେ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୩୪,୩୦୧ ଭୋଟରେ ଆଗୁଆ । ବିଜେଡି-୪୫,୩୭୫ ବିଜେପି-୧୧,୦୭୪ କଂଗ୍ରେସ-୧,୫୯୧ October 24, 2019 ')}
ତାଜା ଖବର ବିଜୟୀ ହେବା ପରେ ରୀତା ସାହୁଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପୁଳ ଭୋଟରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା । October 24, 2019 ')}
ତାଜା ଖବର ନନ୍ଦନକାନନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଲୁଟ୍ । ସିସିଟିଭି କ୍ୟାମେରା ଭାଙ୍ଗିବା ସହ ମେସିନ ଟେକିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ନନ୍ଦନକାନନ ପୋଲିସର ତଦନ୍ତ ଆରମ୍ଭ । October 23, 2019 ')}
ତାଜା ଖବର ଗଞ୍ଜାମ ଜିଲ୍ଲାପାଳଙ୍କ ଘୋଷଣା, ଗୁଣି ଗାରେଡି ଓ ଭୂତ ପ୍ରେତ ଲାଗିବା ଘଟଣାରେ ବଳିଷ୍ଠ ପ୍ରମାଣ ଦେଲେ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର October 23, 2019 ')}