ନୂଆପଡ଼ା: ବାହାଘର ସାରି ଫେରିବା ବେଳ ଦୁର୍ଘଟଣା । ବରଯାତ୍ରୀ ପିକଅପ୍ ଭ୍ୟାନ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହାତ ହୋଇଛନ୍ତି...
ତାଜା ଖବର
ବାଲେଶ୍ୱର: ଜମତରା ଲିଙ୍କରେ ୫ ଜଣ ଗିରଫ । ବାଲେଶ୍ୱର ସାଇବର ଥାନା ପୋଲିସ ଏକ ଲୁଟ୍ ମାମଲାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି...
ନୂଆଦିଲ୍ଲୀ: କୋଭିଡ୍ ପାଇଁ ସିଙ୍ଗଲ୍ ଡୋଜ୍ । ଏଣିକି ଦେଶରେ ସିଙ୍ଗଲ୍ ଡୋଜ୍ କୋଭିଡ୍ ଟିକା ଦିଆଯିବ । ସ୍ପୁଟନିକ ଲାଇଟ୍ କୋଭିଡ୍-୧୯ ଟିକାର ଜରୁରୀକାଳୀନ ବ୍ୟବହାର...
ଅହମଦାବାଦ: ଦିନିକିଆରେ ଜିତ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚକୁ ଭାରତ ୬ ୱିକେଟରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ...
ମୁମ୍ବାଇ: ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ସରିଛି । ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।...
ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଦାମୋଦରଙ୍କ ପାର୍ଥିବ...
ଭୁବନେଶ୍ୱର: କମିବ ଶୀତ, ପଡ଼ିବ ଘନ କୁହୁଡ଼ି । ରାଜ୍ୟରେ ଶୀତର ପ୍ରଭାବ କମିବ । ପ୍ରବଳ ଶୀତ ନେଇ ୭ ତାରିଖ ସକାଳ ୮ଟା ୩୦...
ନୂଆଦିଲ୍ଲୀ: ଚନ୍ନିଙ୍କୁ ଚେହେରା କରି ପଞ୍ଜାବ ନିର୍ବାଚନ ଲଢ଼ିବ କଂଗ୍ରେସ । ଆଜି ରାହୁଲ ଗାନ୍ଧୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା...
ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଗୀତ ପାଇଁ ମିଳିଥିଲା ଅଫର । ସେତେବେଳେ ବୟସ ମାତ୍ର ୧୩ ବର୍ଷ । ଏକ ମରାଠୀ ଫିଲ୍ମରେ ଯଦିବା ଭବିଷ୍ୟତର ପ୍ରଥମ...
ଭୁବନେଶ୍ୱର: ଭାରତରତ୍ନ ଲତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କିମ୍ବଦନ୍ତୀ ଗାୟିକା ତଥା ମେଲୋଡି କୁଇନ ଲତା ତାଙ୍କର ଅପୂର୍ବ...