spot_img

Soloni Dash

192 POSTS

Exclusive articles:

ପଦରୁ ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନନ୍ଦିଘୋଷ ବ୍ୟୁରୋ: ଦେଶର ଶିକ୍ଷା କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଗତ କିଛି ଦିନ ହେବ NEET-UG ପରୀକ୍ଷା ପ୍ରଶ୍ନପତ୍ର...

ଚମ୍ପୁଆରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ: ଭାଙ୍ଗିଲେ ଘର, ଆତଙ୍କିତ ଗ୍ରାମବାସୀ

ନନ୍ଦିଘୋଷ ବ୍ୟୁରୋ: ମୟୁରଭଞ୍ଜରୁ ଲେଉଟିବା ପରେ ଚମ୍ପୁଆ ରେଞ୍ଜରେ ପୁଣି ଥରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗତ ଏକ ମାସ ତଳେ ମୟୁରଭଞ୍ଜକୁ ଚାଲିଯାଇଥିବା ଏହି ହାତୀପଲ ଗତକାଲି ପୁଣି...

ମଧ୍ୟପ୍ରାଚ୍ୟରେ ବଢ଼ୁଛି ସଂକଟ: ଇରାନ ଯୁଦ୍ଧରେ ହାଉଥିର ଏଣ୍ଟ୍ରି, ବିଶ୍ୱ ବାଣିଜ୍ୟ ପ୍ରତି ବଡ଼ ବିପଦ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଆହୁରି ଭୟଙ୍କର ରୂପ ନେବାରେ ଲାଗିଛି। ଇରାନ ସମର୍ଥିତ ୟେମେନର ଆତଙ୍କବାଦୀ ସଂଗଠନ 'ହାଉଥି'  ଏବେ ସିMiddleEastଧାସଳଖ ଏହି ଯୁଦ୍ଧରେ ପ୍ରବେଶ କରିଛି। ସାଉଦି ଆରବର...

ମୋତେ ସାଧୁତାର ପ୍ରମାଣପତ୍ର ଦରକାର ନାହିଁ: ୨୬ ଦିନିଆ ଅନଶନ ପରେ ସମାଲୋଚକଙ୍କୁ ସୋନମ୍ ୱାଙ୍ଗଚୁକ୍‌ଙ୍କ କଡ଼ା ଜବାବ

ନୂଆଦିଲ୍ଲୀ: NEET-UG ପ୍ରଶ୍ନପତ୍ର ଲିକ୍ ବିବାଦ, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦାବିରେ ନୂଆଦିଲ୍ଲୀରେ ଚାଲିଥିବା ୨୬ ଦିନିଆ ଅନଶନ ଶେଷ କରିବା ପରେ ନିଜର ସଚ୍ଚୋଟତାକୁ ନେଇ...

ଘରେ ପଶି ମହିଳାଙ୍କୁ ବୀଭତ୍ସ ହତ୍ୟା, ଲୁଟ୍ ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଉପରବସ୍ତ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାମ...

Breaking

ନେତାନ୍ୟାହୁଙ୍କ ହାତରୁ ଖସୁଛି ଇସ୍ରାଏଲ!

ନନ୍ଦିଘୋଷ ବ୍ୟୁରୋ: ନେତାନ୍ୟାହୁଙ୍କ ହାତରୁ ଖସୁଛି କି ଇସ୍ରାଏଲ୍। ୮୦ ପ୍ରତିଶତରୁ...

ରାଜପଥ ପାଲଟିଛି ମୃତ୍ୟୁପଥ, ଅଢେଇ ବର୍ଷରେ ଗଲାଣି ୮୦ରୁ ଅଧିକ ଜୀବନ

ନନ୍ଦିଘୋଷ ବ୍ୟୁରୋ: ରାଜପଥ ପାଲଟିଛି ମୃତ୍ୟୁପଥ । ପାଦେ ପାଦେ ଜଗି...

ଅଲୋଡ଼ା ଅବସ୍ଥାରେ କୋଟି କୋଟି ଟଙ୍କାରେ ର୍ନିମିତ ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ୍

ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଟଙ୍କାରେ ର୍ନିମାଣ ହେଲା ମାର୍କେଟ କମ୍ପ୍ଲେକ୍ସ...

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୩% ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦୀପାବଳି ପୂର୍ବରୁ...