ଭୁବନେଶ୍ୱର: କୋଟିଆ ଓ ପୋଲାଭରମ ସମସ୍ୟା ନେଇ ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି । ସମାଧାନର ବାଟ ବାହାରିଛି ବୋଲି କହିଛନ୍ତି ବିଜେଡି ସାଂସଦ...
ହାଇଲାଇଟ୍ ସମ୍ବାଦ
ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଇତିହାସର ସବୁଠୁ ବଡ଼ ମାମଲା । ଏତେ ଟଙ୍କା ଆଗରୁ କେବେ ଗଣିନଥିଲା ଭିଜିଲାନ୍ସ ବିଭାଗ । ଗିରଫ ହେଲେ ଓପିଏଚ୍ଡବ୍ଲୁସି ଉପପ୍ରବନ୍ଧକ...
ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣରେ ଅଣ ନିଶ୍ୱାସୀ ହେଲାଣି ଦିଲ୍ଲୀ । ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ନିଶ୍ବାସ ନେବାରେ କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ଆଜି...
କଟକ: ରାବିଡ଼ି ଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ବହୁତ ବଢ଼ିଆ । ଆଜି କଟକ ଅରିଲୋରେ ଓମଫେଡ ମେଗା ଠାଏରୀ ଫାର୍ମ ଉଦଘାଟନ କରିଥିଲେ...
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୂରେଇବା ପାଇ ସାରା ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଅନେକ ସମୟରେ ଟିକା ଅଭାବ ଭଳି ସମସ୍ୟା ମଧ୍ୟ ଦେଖାଦେଇଥିବା ବେଳେ...
ଇସଲାମାବାଦ: ପାକିସ୍ତାନ ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । କିଛି ଦିନ ପୂର୍ବେ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ବିବାଦ ଦେଖିବାକୁ ମିଳିଥିଲା ।...
ଭୁବନେଶ୍ୱର: କରୋନା ବଟିକା ମଗାଇବ ଓଡ଼ିଶା । ୟୁକେରେ ପ୍ରସ୍ତୁତ ମୋଲନୁପିରାଭିର କ୍ୟାପସୁଲ୍ ମଗାଇବ ରାଜ୍ୟ । ମୋଲନୁପିରାଭିର ବଟିକା ୫୦% ମୃତ୍ୟୁ ରୋକୁଛି । ତେବେ...
ଭୁବନେଶ୍ୱର: ପୋଲିସର ଆକ୍ସନ ପରେ ଯୁବକଙ୍କ ରିଆକ୍ସନ । ସୋସିଆଲ ମିଡିଆରେ ଭିଡିଓ କରିବା ଆଳରେ ଦେଉଛନ୍ତି ଭୟର ବାର୍ତ୍ତା । କେଉଁଠି ଖଣ୍ଡା ତ ଆଉ...
କଟକ: ଦୁଗ୍ଧ ଉତ୍ପାଦନର ନୂଆ ଯୁଗ । କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ଲାଣ୍ଟରୁ...
ଭୁବନେଶ୍ୱର: ସାରା ରାଜ୍ୟରେ କମୁଛି ତାପମାତ୍ରା ବଢ଼ୁଛି ଶୀତ । ୬ ସହରରେ ୧୫ ଡିଗ୍ରୀ ତଳେ ରହିଛି ରାତିର ତାପମାତ୍ରା । ୧୧ ଡିଗ୍ରୀ ସହ...