ମୁଖ୍ୟ ଖବର

ଆହ୍ଲାବାଦ: ବୖେଦିକ, ପୗେରାଣିକ, ସାଂସ୍କୃତିକ ମହତ୍ୱ ଏବଂ ସାମାଜିକ ଉପଯୋଗିତାକୁ ଦୃଷ୍ଟିରେ ରଖି ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରିବାକୁ ଆହ୍ଲାବାଦ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।...

ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ହରିଶଙ୍କର, ନୃସିଂହ ନାଥ ବିକାଶ ପ୍ଲାନ୍‌ର ତୃତୀୟ ବୈଠକ । ୨୦୨୨ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ...

ରୋଜଗାର ଆଶାରେ ମତ୍ସ୍ୟଜୀବୀ ମାନେ ମାଛ ଧରୁଥିବା ବେଳେ ସୌଭାଗ୍ୟବଶତଃ ବେଳେବେଳେ ସେମାନଙ୍କର ଭାଗ୍ୟ ମଧ୍ୟ ବଦଳିଯାଇଥାଏ । ମହାରାଷ୍ଟ୍ରର ପାଲଘରର ଜଣେ ମତ୍ସ୍ୟଜୀବୀଙ୍କ ସହ ଏଭଳି...

ବରଗଡ: କୁଦୁଳା ଗଣଦୁଷ୍କର୍ମ ଘଟଣାରେ ଜୋର ଧରିଲାଣି ପ୍ରତିବାଦ । ପୀଡିତାଙ୍କୁ ନ୍ୟାୟ ଦାବିରେ ଭୀମ ଆର୍ମୀର ବିକ୍ଷୋଭ । ବରଗଡ ଏସପି ଅଫିସ ସମ୍ମୁଖରେ ଭୀମ...

ଭୁବନେଶ୍ୱର: ତିନିମାସର ଲୁଚକାଳି ଖେଳ ପରେ ଆଶା ସଞ୍ଚାର କରୁଛି ସାମ୍ଭାବ୍ୟ ଲଘୁଚାପ । ସେପ୍ଟେମ୍ବର ୫ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ...

1 min read

ଝାରସୁଗୁଡ଼ା:  ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଲୁଟ ଅଭିଯୋଗରେ ୱେବ ପୋର୍ଟାଲ ସାମ୍ବାଦିକ ଗିରିଫ । ଗିରଫ ଜଣକ ହେଲେ ଜନନୀ ପୋର୍ଟାଲର ସାମ୍ବାଦିକ ଦୀପକ...

ଭୁବନେଶ୍ୱର: ଗାୟକ ଓ ଗୀତିକାରଙ୍କ ଅଭିନବ ପ୍ରତିବାଦ । ଗଛମୂଳରେ ଗୀତଗାଇ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ସଂଗୀତ କଳାକାର । କରୋନା କଟକଣା ମଧ୍ୟରେ ଷ୍ଟେଜ୍...

ନୂଆଦିଲ୍ଲୀ: ୧ଲକ୍ଷ କୋଟି ଟପିଲା ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ସଂଗ୍ରହ । ଲଗାତାର ଦ୍ୱିତୀୟ ମାସ ପାଇଁ ୧ଲକ୍ଷ କୋଟି ଟପିଲା ଜିଏସଟି ସଂଗ୍ରହ...

1 min read

କଟକ: ବହୁ ଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗିରଫ । ଫେରାର ଅଭିଯୁକ୍ତ ଶଙ୍କର ଓରଫ ଦୀପକ...

1 min read

କାବୁଲ: ମିଶନ ଆଫଗାନିସ୍ତାନ ପରେ ମିଶନ କାଶ୍ମୀର । ଇସଲାମିକ ଶତ୍ରୁମାନଙ୍କ ହାତରୁ କାଶ୍ମୀରକୁ ମୁକ୍ତ କରିବା ଲାଗି ଆହ୍ୱାନ ଦେଇଛି ଅଲ କାଏଦା । ଆମେରିକା...