ଭୁବନେଶ୍ୱର: ଦେବଗଡ଼ରେ ଦୁବର୍ଳ ହେଉଛି ବିଜେପି ଶିବିର । ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଜେପି କର୍ମୀ । ଅଧିକ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ...
ହାଇଲାଇଟ୍ ସମ୍ବାଦ
ଗୗେହାଟି: ଆସାମର ବ୍ରହ୍ମପୁତ୍ର ନଦୀରେ ଅଘଟଣ । ବ୍ରହ୍ମପୁତ୍ର ନଦୀର ନିମତି ଘାଟରେ ଡଙ୍ଗା ବୁଡି ଯିବାରୁ ୧୦୦ରୁ ଅଧିକ ଯାତ୍ରୀ ବୁଡି ଯାଇଥିବା ଆଶଙ୍କା କରାଯାଉଛି...
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବରୋବାହାଲ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ବର୍ଷର ଶିଶୁର ମୃତ୍ୟୁ । ବରୋବାହାଲ ଗାଁ ମଗସିର ପୁଟେଲଙ୍କ...
ଲଣ୍ଡନ: ଆସନ୍ତା ବର୍ଷ ଜୁଲାଇରେ ଲଣ୍ଡନରେ ମ୍ୟାଚ୍ ଖେଳିବ ଭାରତୀୟ କ୍ରିକେଟ୍ ଦଳ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ପକ୍ଷରୁ ୨୦୨୨ର ଘରୋଇ...
ବ୍ରହ୍ମପୁର: ଚମାଖଣ୍ଡି ସାନ ପୁଟବଗଡ଼ ଗାଁରେ ଅଭାବନୀୟ ଘଟଣା । ପୁଅ ଓ ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । ୨ଜଣଙ୍କୁ ହତ୍ୟା ପରେ ଆତ୍ମହତ୍ୟା...
ଭୁବନେଶ୍ୱର: କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ନେଇ ଜାରି ରାଜ୍ୟ ସରକାରଙ୍କ ସମର୍ଥନ । କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଠାରୁ ଆରମ୍ଭ କରି କ୍ରୀଡ଼ାବିତଙ୍କ ପ୍ରଦର୍ଶନରେ ଉନ୍ନତି...
ଭୁବନେଶ୍ୱର: ବିଧାନସଭା ଚଳାଇ ଦେଉନାହାଁନ୍ତି ବିରୋଧୀ । ଏହାକୁ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ବିରୋଧୀଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ରାଜନୀତିରେ ଏହାକୁ...
ଲକ୍ଷ୍ନୗେ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ମଙ୍ଗ ସମ୍ଭାଳିବା ଦାୟିତ୍ୱ ପଡିଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ । ଏଥିସହ ଧର୍ମେନ୍ଦ୍ରଙ୍କ...
ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଶ୍ରୀମନ୍ଦିରରେ ବଢ଼ିଲା ଦର୍ଶନ ଅବଧି । ଶ୍ରଦ୍ଧାଳୁ ସକାଳ ୭ଟାରୁ ରାତି ୯ଟା ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ...
ଭୁବନେଶ୍ୱର: ଚିଟଫଣ୍ଡ ମାମଲାରେ ଗିରଫ ଆନ୍ଧ୍ରର ପୂର୍ବତନ ବିଧାୟକ ଡକ୍ଟର ମାଲ୍ଲା ବିଜୟ ପ୍ରସାଦଙ୍କ ଠକେଇ ଗୁମର ଖୋଲିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା...