ଅପରାଧ

ରାଉରକେଲା: ରାଉରକେଲା ଝିରପାଣି ଅଞ୍ଚଳରେ ଠିକାଦାର ବାଞ୍ଛା ତନ୍ତିଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ବାଞ୍ଛାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।...

କୋଲକାତା: କଙ୍କଡା ଧରିବାକୁ ଯାଇଥିବାବେଳେ ମହାବଳ ମୁହଁରେ ହେଲେ ଶିକାର । ବାଘ ଆକ୍ରମଣରେ ଜଣେ ହରାଇଛି ପ୍ରାଣ । ପଶ୍ଚିମବଙ୍ଗ ୨୪ ପରଗଣା ଜିଲ୍ଲା କୁଲତାଲି...

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲରୁ ମୁକୁଳିଛନ୍ତି ରାଜୀବ ଗାନ୍ଧୀ ହତ୍ୟା ଅଭିଯୁକ୍ତ ନଳିନୀ ଶ୍ରୀହରନ, ତାଙ୍କ ସ୍ବାମୀ ଭି. ଶ୍ରୀହରନ ଓରଫ ମୁରୁଗାନ ଓ ଅନ୍ୟ...

ବାଲେଶ୍ୱର: ପରକିୟା ପ୍ରିତି ପାଇଁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଆତ୍ମହତ୍ୟାର ରୂପ ଦେବାକୁ ବୋହୂ ଉଦ୍ୟମ କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ।...

ଭୁବନେଶ୍ୱର: ରାଜଧାନୀରେ ଅପରେସନ ହ୍ବାଇଟ ସ୍ପାଇଡର । ଭୁବନେଶ୍ୱରରୁ ପୁଣି ଜବତ ହେଲା ଧଳା ଜହର । ପିପିଲିରୁ ଆସି ରେଣ୍ଟାଲ କଲୋନୀରେ କରୁଥିଲେ ବେପାର ।...

1 min read

ବଲାଙ୍ଗୀର: ପୁଇଁତଳା ବ୍ଳକ ଅନ୍ତର୍ଗତ ବିଲେଇସର୍ଡା ଗାଁରେ ନାଗ ସାପ ଧରି ତାର ଦାନ୍ତ ଭାଙ୍ଗୁଥିବା ଭିଡିଓ ଭାଇରାଲ୍ ହୋଇଛି  । ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ବନବିଭାଗ...

କୋରାପୁଟ: ବୈପାରୀଗୁଡାରେ ବଡ଼ ଧରଣର ଏନକାଉଣ୍ଟର । ପୋଲିସ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଲାଲ ବାହିନୀକୁ ଲାଗିଛି ଶକ୍ତ ଧକ୍କା ।...

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ । ବେକରେ ଗାମୁଛା ବାନ୍ଧି ଯୁବତୀ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।...

1 min read

ଭୁବନେଶ୍ବର: ରାଜଧାନୀରେ ପୁଣି ଶିଶୁ ବିକ୍ରି ଅଭିଯୋଗ । ଖଣ୍ଡଗିରି ଅଞ୍ଚଳରୁ ୪ ମାସର ଶିଶୁ କନ୍ୟାକୁ ଉଦ୍ଧାର କଲେ ଚାଇଲ୍‌ଡ ଲାଇନ୍ ଓ ପୋଲିସ୍ ।...

ନୂଆପଡ଼ା: ବେନାମୀ ଚିଠି ଆଧାରରେ ନାବାଳିକାଙ୍କୁ ମୃତଦେହେ ମିଳିବା ପରେ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ ଛାତି ଥରାଇବା ଭଳି ସତ । ପ୍ରେମଜନିତ କାରଣରୁ...