ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ ମିଷ୍ଟ୍ରି...୧୫ ଜଣଙ୍କର ବୟାନ ରେକର୍ଡ କଲା ମୁମ୍ବାଇ ପୋଲିସ... ୟଶରାଜ ବ୍ୟାନର ସହ ଚୁକ୍ତିପତ୍ରକୁ ନେଇ ଚାଲିଛି ତନାଘନା
ତାଜା ଖବର
ରାଜ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ... ଏକାଦିନକେ ୩୦୪ ପଜିଟିଭ ଚିହ୍ନଟ... ଆଉ ୨ ମୁଣ୍ଡନେଲା ଭୂତାଣ
ଆଜିଠୁ ସାପ୍ତାହିକ ଦୁଇ ଦିନିଆ ସଟ୍ଡାଉନ୍ର ତୃତୀୟ ପର୍ଯ୍ୟାୟ...୧୧ଟି ଜିଲ୍ଲା ଠପ୍... ଜରୁରୀ ସେବାକୁ ଅନୁମତି... ଚାଲିବ ବସ୍ ଟ୍ରେନ ଉଡିବ ବିମାନ
କରୋନା ସଂକଟକୁ ସୁଯୋଗରେ ପରିଣତ କରିବା । ଆତ୍ମନିର୍ଭର ଭାରତ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର । ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆହ୍ଵାନ ।
ଲଦାଖ ସୀମା ବିବାଦକୁ ନେଇ ମେଜର ଜେନେରାଲସ୍ତରୀୟ ଆଲୋଚନା । ପ୍ରଥମ ବୈଠକରେ ବାହାରିନଥିଲା ନିଷ୍କର୍ସ । ସେପଟେ ଲଦାଖରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ LACରେ ହାଇଆଲର୍ଟରେ ସେନା...
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ଶୌର୍ଯ୍ୟ ଓ ସାହସକୁ ସଲାମ୍ ଆଜି ଅପରାହ୍ନରେ ଆସିବ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ଦିଆଯିବ ରାଷ୍ଟ୍ରୀୟ ସମ୍ମାନ...