ତାଜା ଖବର ଜାମ୍ମୁ କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ମୁର୍ମୁଙ୍କୁ ନିଯୁକ୍ତି… ଦେଶର ନୂଆ ସିଏଜି ହେଲେ ଗିରୀଶ … ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଲେ ନିଯୁକ୍ତି…..ବୁଧବାର ଦେଇଥିଲେ ଇସ୍ତଫା । August 7, 2020
ତାଜା ଖବର ଭଦ୍ରକ ପ୍ରସିଦ୍ଧ ଆରଡି ପୀଠରୁ ହଟିବ ଜବରଜଖଲ… ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜିଠୁ ବୁଲିବ ବୁଲଡୋଜର… ମନ୍ଦିର ପରିସର ଓ ମୁଖ୍ୟରାସ୍ତାର ସମ୍ପ୍ରସାରଣ ପାଇଁ ହେବ ଉଚ୍ଛେଦ । August 7, 2020
ତାଜା ଖବର ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବଢିଲା ଗାର୍ଲଫ୍ରେଣ୍ଡ ରିୟାଙ୍କ ଅଡୁଆ… ରିୟାଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ… ସେପଟେ ଆଜି ହାଜର ହେବାକୁ ରିୟାଙ୍କୁ ଇଡ଼ିର ସମନ । August 7, 2020
ତାଜା ଖବର ଯାଜପୁରରେ ଟ୍ରକକୁ ପିଟିଲା କାର… ଏନଏଚ୍ ୧୬ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର… ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ କାର ଦୁର୍ଘଟଣାଗ୍ରସ୍ତ । August 7, 2020
ତାଜା ଖବର ଉମରକୋଟ ତେଲ ନଦୀରେ ବୁଡି ୩ ଶିଶୁ ମୃତ । ଉମରକୋଟ ତୋହାରା ନିକଟସ୍ଥ କିତଲାଡିହି ଗ୍ରାମର ଘଟଣା । ମୃତକଙ୍କ ମଧ୍ୟ ରେ ୨ ଝିଅ ଓ ଜଣେ ପୁଅ । August 6, 2020
ତାଜା ଖବର ବଲାଙ୍ଗିର ଜିଲ୍ଲାରେ ପୁଣି ଚାରି ଦିନିଆ ସଟଡାଉନ୍ ଘୋଷଣା । ଆସନ୍ତା ୮ ତାରିଖ ଶନିବାରରୁ ୧୧ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଚାରି ଦିନିଆ ସଟଡାଉନ ଘୋଷଣା କଲେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ । August 6, 2020
ତାଜା ଖବର ସୁନା ୧୩୬୫ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୫୬, ୧୮୧ରେ ପହଞ୍ଚିଛି । ରୂପା କିଲୋପ୍ରତି ୫୯୭୨ ଟଙ୍କା ବୃଦ୍ଧି ପାଇ ୭୨,୭୨୬ରେ ପହଞ୍ଚିଛି । August 6, 2020
ତାଜା ଖବର ଖୋର୍ଦ୍ଧା ଏସ୍ପି କରୋନା ଆକ୍ରାନ୍ତ, ଟ୍ୱିଟ୍ କରି ସୂଚନା ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ August 6, 2020
ତାଜା ଖବର ଟିଭି ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା । ମୁମ୍ବାଇ ମଲାଡସ୍ଥିତ ଘରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । August 6, 2020
ତାଜା ଖବର ବୁର୍ଲା: ହୀରାକୁଦ ଜଳଭଣ୍ଡାରର ପୁଣି ଖୋଲିଲା ଗେଟ୍ । ୪ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ । August 6, 2020