ତାଜା ଖବର ବିଜେପୁରରେ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୩୪,୩୦୧ ଭୋଟରେ ଆଗୁଆ । ବିଜେଡି-୪୫,୩୭୫ ବିଜେପି-୧୧,୦୭୪ କଂଗ୍ରେସ-୧,୫୯୧ October 24, 2019 ')}
ତାଜା ଖବର ବିଜୟୀ ହେବା ପରେ ରୀତା ସାହୁଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପୁଳ ଭୋଟରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା । October 24, 2019 ')}
ତାଜା ଖବର ବିଜେପୁରରେ ବିଜେଡି ସପ୍ତମ ରାଉଣ୍ଡ ସୁଦ୍ଧା ୩୮,୬୯୪ ଭୋଟରେ ଆଗୁଆ । ବିଜେଡି-୫୨,୩୧୭ ବିଜେପି-୧୩,୬୨୩ କଂଗ୍ରେସ-୨,୦୫୨ । October 24, 2019 ')}
ତାଜା ଖବର ଆସନ୍ତା ନଭେମ୍ବର ୯ରେ ଖୋଲିବ ବହୁ ପ୍ରତୀକ୍ଷିତ କରତାରପୁର କରିଡର । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । October 24, 2019 ')}
ତାଜା ଖବର କେନ୍ଦୁଝର: ପାଣ୍ଡପଡା ଥାନା ମିଶମାଳ ଗ୍ରାମରେ ବର୍ଷା ଯୋଗୁଁ ଅଘଟଣ । କାନ୍ଥପଡି ସ୍ବାମୀ ମୃତ ସ୍ତ୍ରୀ ଓ ଜ୍ୱାଇଁ ଗୁରୁତର । October 24, 2019 ')}
ତାଜା ଖବର ରାଜ୍ୟରେ ଲାଗି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ ଆଲର୍ଟରେ ୫ ଜିଲ୍ଲା, ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ସତର୍କତା October 24, 2019 ')}
ତାଜା ଖବର ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସମ୍ବଲପୁର ବରଗଡ ଜାତୀୟ ରାଜପଥ କଟାପାଲି ଠାରେ ହାଇଓ୍ୱାକୁ ପିଟିଲା କାର୍ । October 24, 2019 ')}
ତାଜା ଖବର ବିଜେପୁରରେ ବିଜେଡି ଅଷ୍ଟମ ରାଉଣ୍ଡ ସୁଦ୍ଧା ୪୨,୧୪୮ ଭୋଟରେ ଆଗୁଆ । ବିଜେଡି-୫୮,୨୭୭ , ବିଜେପି-୧୬,୧୨୯ କଂଗ୍ରେସ-୨,୨୦୯ । October 24, 2019 ')}
ତାଜା ଖବର ବିଜେପି ପାଇଁ ଚିନ୍ତା ବଢ଼ାଇଲା ହରିୟାଣା ବିଧାନସଭାର ଫଳାଫଳ, ମ୍ୟାଜିକ୍ ନମ୍ବରଠାରୁ ବହୁ ପଛରେ ବିଜେପି October 24, 2019 ')}
ତାଜା ଖବର ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଆରମ୍ଭ । ମତ ଗଣନା ପାଇଁ ୨୫ ହଜାର କର୍ମଚାରୀ ନିୟୋଜିତ । October 24, 2019 ')}