ତାଜା ଖବର ଆନନ୍ଦପୁର: ବ୍ରାହ୍ମଣୀପାଳ ହାଟରେ ନିଶା ଦେଇ ବ୍ୟବସାୟୀଙ୍କୁ ଲୁଟ୍ । ୪ ଘଣ୍ଟା ପରେ ଅଚେତ ଅବସ୍ଥାରେ ଟ୍ରେନ୍ ଲାଇନ୍ କଡରୁ ଉଦ୍ଧାର । ଘସିପୁରା ଥାନା ମଙ୍ଗଳପୁର ବ୍ୟବସାୟୀ ରବୀନ୍ଦ୍ର ସାହୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି । October 27, 2019 ')}
ତାଜା ଖବର ଭଦ୍ରକ: ଗ୍ରାମାଞ୍ଚଳ ଥାନା ବଗମରା ଗାଁରେ ବାଣ ଫୁଟି ୩ ବର୍ଷର ଶିଶୁପୁତ୍ର ଗୁରୁତର, ଭଦ୍ରକ ମେଡିକାଲରେ ଭର୍ତ୍ତି October 27, 2019 ')}
ତାଜା ଖବର ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ଚମକି ଉଠିବ ଦୀପର ଆଲୋକରେ । ବଡବଡୁଆ ଡାକରେ ପୂର୍ବପୁରୁଷଙ୍କୁ ମନେପକେଇବେ ଓଡ଼ିଆ । October 27, 2019 ')}
ତାଜା ଖବର କଟକ: ମାଧୁପାଟଣା ଟ୍ରାଫିକ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ଚଢିଗଲା ଟ୍ରକ, ଜଣେ ମୃତ । October 27, 2019 ')}
ତାଜା ଖବର ମନ୍ କି ବାତରେ ଦେଶବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । October 27, 2019 ')}
ତାଜା ଖବର ମହାରାଷ୍ଟ୍ର: ସରକାର ଗଠନ ପୂର୍ବରୁ ବଢ଼ୁଛି ଶିବସେନାର ବଳ; ସମର୍ଥନ ଦେଲେ ପ୍ରହାର ଜନଶକ୍ତି ପାର୍ଟିର ୨ ବିଧାୟକ October 27, 2019 ')}
ତାଜା ଖବର ହରିୟାଣା: ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ୍ ଖଟ୍ଟର । ଉପମୁଖ୍ୟମନ୍ତ୍ରୀ ଭାବେ ଦୁଷ୍ୟନ୍ତ ଚୌତାଲାଙ୍କ ଶପଥ ଗ୍ରହଣ । October 27, 2019 ')}
ତାଜା ଖବର ନିଖୋଜ ମହିଳାଙ୍କ ମୃତଦେହ ଠାବ । କୋଇଡ଼ା ଥାନା ଅନ୍ତର୍ଗତ ସରଗିଗଡ ନାଳରୁ ମୃତଦେହ ଉଦ୍ଧାର କଲା କୋଇଡା ପୋଲିସ । ମୃତ ମହିଳା ଜଣଙ୍କ ସୁକୁମାର ମୁଣ୍ଡା October 26, 2019 ')}
ତାଜା ଖବର ୧୧ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ରାଜସ୍ୱ ବିଭାଗ । ୨ ଜଣ ଓଏଏସ୍ ଅଧିକାରୀଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ୯ ଜଣଙ୍କ ପେନସନ୍ ବନ୍ଦ ପାଇଁ ନିଷ୍ପତ୍ତି । October 26, 2019 ')}
ତାଜା ଖବର ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ କଲ୍ ସେଣ୍ଟର । ଜିଲ୍ଲାର ଅଭିଯୋଗ ଶୁଣାଣିକୁ ତଦାରଖ କରିବା ପାଇଁ ସରକାରଙ୍କ ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ କଲ୍ ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ନେଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ଟ୍ରୋଲ୍ ଫ୍ରି ନମ୍ବରରେ କଲ୍ କରିପାରିବେ ହିତାଧିକାରୀ । October 26, 2019 ')}