ତାଜା ଖବର ଆଜିଠାରୁ ବ୍ରହ୍ମପୁରରେ ୪ ଦିନିଆ ସଟଡାଉନ୍… ଘରଘର ବୁଲି ଯାଞ୍ଚ କରିବେ ମେଡିକାଲ ଟିମ୍… ପାରଳାଖେମୁଣ୍ଡି ଓ ଉମରକୋଟରେ ୩ ଦିନ ସଟଟାଉନ । କରୋନା ସ୍ଥିତି ଦେଖି ପ୍ରଶାସନ ନେଲା ନିଷ୍ପତ୍ତି । June 27, 2020
ତାଜା ଖବର ରାଜ୍ୟରେ ୬ ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ଚିନ୍ତା ବଢାଇଲା ସ୍ଥାନୀୟ ସଂକ୍ରମିତ । ବିଭିନ୍ନ ମଲ ଓ ନସିଂହୋମ ଉପରେ ଚଢାଉ ଜାରି । କୋଭିଡ୍ ନିୟମ ଭାଙ୍ଗିଲେ ସିଲ କରୁଛି ପ୍ରଶାସନ । June 27, 2020
ତାଜା ଖବର ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ… କ୍ୱାରେଣ୍ଟାଇନରୁ ୧୭୪, ଲୋକାଲ୍୩୬… ଗଞ୍ଜାମରୁ ସର୍ବାଧିକ୫୮, ଖୋର୍ଦ୍ଧାରୁ୪୭ June 25, 2020 ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ... କ୍ୱାରେଣ୍ଟାଇନରୁ ୧୭୪, ଲୋକାଲ୍୩୬... ଗଞ୍ଜାମରୁ ସର୍ବାଧିକ୫୮, ଖୋର୍ଦ୍ଧାରୁ୪୭
ତାଜା ଖବର ଦାୟିତ୍ୱ ନେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ପ୍ରଶଂସା । କହିଲେ, ICMR ଗାଇଡ୍ଲାଇନ୍ ଅନୁସାରେ ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍କୁ ଗୁରୁତ୍ୱ । June 24, 2020