ତାଜା ଖବର କଟକ : ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ପ୍ରଦାନ କଲେ ଓଡ଼ିଶା ହାଇକୋର୍ଟ । ପାରାଦୀପରେ ସିଓ୍ୱେଜ୍ ସିପିଂ କଂପାନୀର ଜେନେରାଲ୍ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମିଳିଲା ଜାମିନ୍ । November 14, 2019 ')}
ତାଜା ଖବର ବୁଲବୁଲ୍ କ୍ଷୟକ୍ଷତି ଆକଳନ ନେଇ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ମଧ୍ୟାହ୍ନରେ ଭଦ୍ରକ ଯାଇ କ୍ଷୟକ୍ଷତିର କରିବେ ଆକଳନ । ଆସନ୍ତାକାଲି କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟକ୍ରମ । November 14, 2019 ')}
ତାଜା ଖବର ବାଲେଶ୍ୱର: ଫାଲକନ୍ ମେରାଇନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ହୋଇ ୧୫୦ରୁ ଅଧିକ ଅସୁସ୍ଥ ଘଟଣା । ଫ୍ୟାକ୍ଟ୍ରିକୁ ସିଲ୍ କଲା ବାଲେଶ୍ୱର ଜିଲ୍ଲା ପୋଲିସ । ଫାଲକନ୍ ମେରାଇନର ୭ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଘଟଣାର ତଦନ୍ତ ପାଇଁ ଶ୍ରମମନ୍ତ୍ରୀଙ୍କ ନିର୍ଦ୍ଦେଶ । November 14, 2019 ')}
ତାଜା ଖବର ଜଳେଶ୍ୱର: କମର୍ଦ୍ଦା ଥାନା ରାଣିଗୁଡା ଗାଁରେ ୧୦ ବର୍ଷର ନାବାଳକକୁ ଭୂତ ଲାଗୁଥିବା କହି ଗୁଣିଆର ମାଡ଼ ଘଟଣା । ଗୁଣିଆ ଦମ୍ପତିଙ୍କୁ ଗିରଫ କଲା କମର୍ଦ୍ଦା ଥାନା ପୋଲିସ । November 14, 2019 ')}
ତାଜା ଖବର ଲେମନ ଟିଭି ଏଣ୍ଟରଟେନମେଣ୍ଟ ପ୍ରା.ଲିଃର ପୂର୍ବତନ ନିର୍ଦ୍ଦେଶକ ମହମ୍ମଦ ଆରିଫକୁ ଗିରଫ କଲା ଇଡି । ଚିଟଫଣ୍ଡ କମ୍ପାନି ଫାଇନ୍ ଇଣ୍ଡିସେଲ ଆକାଉଣ୍ଟରୁ ୨୫ କୋଟି ଟଙ୍କା ଟ୍ରାନ୍ସଫର ଘଟଣାରେ ଗିରଫ । ପୂର୍ବରୁ ହାଜର ପାଇଁ ବାରମ୍ବାର ଇଡିର ସମନ ପରେ ବି ହାଜର ହେଉନଥିଲେ ମହମ୍ମଦ ଆରିଫ । November 14, 2019 ')}
ତାଜା ଖବର ନୂଆଦିଲ୍ଲୀ: ପୁଣି ବଢ଼ିଲା ବାୟୁ ପ୍ରଦୂଷଣ । ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଦିଲ୍ଲୀ-ଏନସିଆରର ସମସ୍ତ ସ୍କୁଲ । November 14, 2019 ')}
ତାଜା ଖବର ରାଉରକେଲା: ସେକ୍ଟର-୧ ଅଞ୍ଚଳରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଘରେ କେହି ନଥିବା ବେଳେ କବାଟ ବନ୍ଦ କରି ଆତ୍ମହତ୍ୟା । ସେକ୍ଟର-୩ ଥାନା ପୋଲିସର ତଦନ୍ତ । November 13, 2019 ')}
ତାଜା ଖବର ରାଉରକେଲା: ନକଲି ଡାକ୍ତର ପଦ୍ମନାଭ ମୁଖି କାରୁଆ ଗିରଫ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ହାତିବାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ପଦ୍ମନାଭଙ୍କୁ ପଚରାଉଚରା କରୁଛି ସୁନ୍ଦରଗଡ଼ ସଦର ଥାନା ପୋଲିସ । November 13, 2019 ')}
ତାଜା ଖବର ଦୁର୍ଦ୍ଦାନ୍ତ ଅପରାଧୀ ଗୁଗୁ ଓରଫ ଶୁବାଶିଷ ଖୁଣ୍ଟିଆ ବିରୋଧରେ NSA । ଜାତୀୟ ନିରାପତ୍ତା ଆଇନ୍ ଲଗାଇଲା କଟକ କମିଶନରେଟ୍ ପୋଲିସ । ହତ୍ୟା, ଦାଦାବଟି, ଟେଣ୍ଡର ଫିକ୍ସିଂ ଭଳି ବହୁ ମାମଲାରେ ସମ୍ପୃକ୍ତ ଗୁଗୁ । ୨୦୦୮ରେ ଗୁଗୁକୁ ଏନକାଉଣ୍ଟର କରିଥିଲା ପୋଲିସ । November 13, 2019 ')}