ତାଜା ଖବର ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପାଠ୍ୟପୁସ୍ତକ ପ୍ରକାଶନ ଓ ବିପଣନ ସଂସ୍ଥା ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତି । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ବହି ପ୍ରକାଶନ ଅର୍ଡର ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ । November 5, 2019 ')}
ତାଜା ଖବର ଭୁବନେଶ୍ୱର: ଅଟୋରେ କାରବାର ବେଳେ ୩୦ ଗ୍ରାମ୍ ବ୍ରାଉନସୁଗର ଜବତ । ଜଣଙ୍କୁ ଗିରଫ କଲା ଖୋର୍ଦ୍ଧା ଅବକାରୀ ମୋବାଇଲ ସ୍କ୍ୱାଡ । ଜବତ ବ୍ରାଉନସୁଗରର ମୂଲ୍ୟ ୩ ଲକ୍ଷ ଟଙ୍କା । ରସୁଣ କୋଡ୍ ୱାର୍ଡରେ ବିକ୍ରି କରୁଥିଲେ । November 4, 2019 ')}
ତାଜା ଖବର ହାଇକୋର୍ଟ ଫୁଲବେଞ୍ଚରେ ଅଦାଲତ ଅବମାନନା ଶୁଣାଣି । ବାର ଆସୋସିଏସନର ମାମଲାକୁ ସାମୂହିକ ଭାବେ ସ୍ଥଗିତ ରଖିଲେ କୋର୍ଟ । ହାଇକୋର୍ଟ ପରିସରରେ ସମସ୍ତ କାର୍ଯ୍ୟ ସ୍ୱାଭାବିକ ଦର୍ଶାଇଲା ବାର୍ । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି । November 4, 2019 ')}
ତାଜା ଖବର ପିପିଲି: ଭିଜିଲାନ୍ସ ଜାଲରେ କଣାସ ବ୍ଲକ ଇଲେକ୍ଟ୍ରି ଅଫିସ୍ କିରାଣି ସୁରେନ୍ଦ୍ର ନାୟକ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । November 4, 2019 ')}
ତାଜା ଖବର ଆଉ ୬ ଦୁର୍ନୀତିଖୋର ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଜଣଙ୍କ ପେନସନ୍ ସୁବିଧା ବନ୍ଦ । ଦୁଇ ମାସ ମଧ୍ୟରେ ମୋଟ ୪୪ ଜଣ ଅଧିକାରୀ ଚାକିରିରୁ ବରଖାସ୍ତ । November 4, 2019 ')}
ତାଜା ଖବର ଜମ୍ମୁ-କଶ୍ମୀର: ମୌଲାନା ଆଜାଦ ରୋଡରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ । ୧୫ରୁ ଅଧିକ ଆହତ, ମେଡିକାଲରେ ଭର୍ତ୍ତି । November 4, 2019 ')}
ତାଜା ଖବର ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାରେ ଆସିଲା ମଧ୍ୟବର୍ତ୍ତୀକାଳୀନ ରାୟ । ରାୟରେ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କରିବାକୁ ନିର୍ଦ୍ଦେଶ । November 4, 2019 ')}
ତାଜା ଖବର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶଓ୍ୱାରିଙ୍କୁ ମୁମ୍ବାଇରେ ସାକ୍ଷାତ କଲେ ଶିବସେନା ନେତା ରାମଦାସ କଡମ୍ ଓ ସଂଜୟ ରାଉତ । November 4, 2019 ')}
ତାଜା ଖବର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀରେ ଭେଟିଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର, ମହାରାଷ୍ଟ୍ର ରାଜନୀତି ଓ ମହାମେଣ୍ଟ ସଂପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ନେଇ ଚର୍ଚ୍ଚା November 4, 2019 ')}
ତାଜା ଖବର ନୂଆଦିଲ୍ଲୀ: ପୀରଗଡ଼ି ଅଞ୍ଚଳର ଏକ ୪ ମହଲା ବିଶିଷ୍ଟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରୁ ଲାଗିଛି ନିଆଁ । ପାଖ ବିଲ୍ଡିଂକୁ ନିଆଁ ବ୍ୟାପିଥିବା ସୂଚନା । ନିଆଁ ଲିଭା କାର୍ଯ୍ୟରେ ୨୮ଟି ଦମକଳ ବାହିନୀ ନିୟୋଜିତ । ୩ ଅଗ୍ନିଶମ କର୍ମଚାରୀ ଆହତ । November 4, 2019 ')}