ତାଜା ଖବର କୁନ୍ଦୁଲି ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର SIT। କୋର୍ଟଙ୍କ ତତ୍ୱାବଧାନରେ ଏହି ଟିମ୍ ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଓଡ଼ିଶା ପୋଲିସର ୩ ଜଣ DIGଙ୍କୁ ନେଇ ଗଠିତ ହେବ ଏହି ଟିମ୍। ସମସ୍ତ ଦିଗକୁ ତଦନ୍ତ କରି ପୁଙ୍ଖାନୁପୁଙ୍ଖ ରିପୋର୍ଟ ଦେବ SIT । ଡିସେମ୍ୱର ୧୬ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । November 18, 2019 ')}
ତାଜା ଖବର ଢେଙ୍କାନାଳ: ସରାଙ୍ଗ ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତି । ବି.ଟେକ ଶେଷ ବର୍ଷ ଛାତ୍ରଙ୍କ ସହ ତୃତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ ସଂଘର୍ଷ । ୫ ଜଣ ବି.ଟେକ ଛାତ୍ରଙ୍କୁ ଅଟକ ରଖିଛି ପରଜଙ୍ଗ ପୋଲିସ । ଛାତ୍ର ଅଶାନ୍ତକୁ ନେଇ ପୋଲିସ ମୁତୟନ । November 18, 2019 ')}
ତାଜା ଖବର ତାଳଚେର କାର୍ତ୍ତିକେଶ୍ୱର ପୂଜା ଭସାଣୀରେ ଦୁଇ ସାହି ମଧ୍ୟରେ ସଂଘର୍ଷ । ଉଭୟ ପକ୍ଷରୁ ଢେଲାପଥର ମାଡ଼ ସହ ଗାଡି ଭଙ୍ଗାରୁଜା ଦୋକାନଘର ଭଙ୍ଗାରୁଜା । ମଦ୍ୟପାନ ଓ କମେଣ୍ଟମରାକୁ କେନ୍ଦ୍ରକରି ଦୁଇସାହି ଭିତରେ ଆରମ୍ଭ ହୋଇଥିଲା ବଚସା । ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । November 18, 2019 ')}
ତାଜା ଖବର CJI ଭାବେ ଶପଥ ନେଲେ ଜଷ୍ଟିସ ବୋବଡ଼େ । ଦେଶର ୪୭ତମ CJI ହେଲେ ଜଷ୍ଟିସ ଏସ୍.ଏ ବୋବଡ଼େ । ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ । November 18, 2019 ')}
ତାଜା ଖବର ତାଳଚେର କାର୍ତ୍ତିକେଶ୍ୱର ପୂଜା ଭସାଣୀରେ ଦୁଇ ସାହି ମଧ୍ୟରେ ସଂଘର୍ଷ । ଉଭୟ ପକ୍ଷରୁ ଢେଲାପଥର ମାଡ଼ ସହ ଗାଡି ଭଙ୍ଗାରୁଜା ଦୋକାନଘର ଭଙ୍ଗାରୁଜା । ମଦ୍ୟପାନ ଓ କମେଣ୍ଟମରାକୁ କେନ୍ଦ୍ରକରି ଦୁଇସାହି ଭିତରେ ଆରମ୍ଭ ହୋଇଥିଲା ବଚସା । ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । November 18, 2019 ')}
ତାଜା ଖବର ରାଉରକେଲା: ସହରର ଡେଲି ମାର୍କେଟ ଅଞ୍ଚଳରେ ପାଗଳ କୁକୁରର ଆତଙ୍କ । ଆଜି ୫ ଜଣଙ୍କୁ କୁକୁର କାମୁଡ଼ି ଥିବା ଅଭିଯୋଗ । ଗତକାଲି ୨୫ ଜଣଙ୍କୁ କାମୁଡ଼ି ଥିଲା ପାଗଳ କୁକୁର । ତୁରନ୍ତ କୁକୁରକୁ କାବୁ କରିବାକୁ ଦାବି । November 17, 2019 ')}
ତାଜା ଖବର ଚିତ୍ରକୋଣ୍ଡା: ଦାରାକୋଣ୍ଡାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ କାର ସହ ୬୬ କେଜି ଗଞ୍ଜେଇ ଜବତ । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଚିତ୍ରକୋଣ୍ଡା ପୋଲିସ । November 17, 2019 ')}
ତାଜା ଖବର ବାଲିଗୁଡ଼ା: ସାରଙ୍ଗଡ଼ ଥାନା ପିପଳପଙ୍ଗା ଗାଁରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । November 17, 2019 ')}
ତାଜା ଖବର ସୋର: ଦିଲ୍ଲୀରେ ଗ୍ୟାସ୍ ବିସ୍ଫୋରଣରେ ବାପ ମୃତ, ପୁଅ ଗୁରୁତର । ଗୁରୁତର ପୁଅ ଦିଲ୍ଲୀ ସଫଦରଜଙ୍ଗ ମେଡିକାଲରେ ଚକିତ୍ସିତ । ଆଜି ଚିକିତ୍ସାଧୀନ ଅବସ୍ଥାରେ ସିମୁଳିଆ ଥାନା ଅନ୍ତରା ଗାଁର ଜଗବନ୍ଧୁ ବେହେରାଙ୍କ ମୃତ୍ୟୁ । ଗତ ୧୨ ତାରିଖରେ ଗ୍ୟାସ୍ ବିସ୍ଫୋରଣରେ ଉଭୟ ଗୁରୁତର ହୋଇଥିଲେ । November 17, 2019 ')}
ତାଜା ଖବର ପାଲଲହଡ଼ା: ପଟ୍ଟାମୁଣ୍ଡ ଗାଁରୁ ବଜ୍ରକାପ୍ତା ଉଦ୍ଧାର । ୪ ଜଣଙ୍କୁ ଗିରଫ କଲା ବନ ବିଭାଗ । November 17, 2019 ')}