ତାଜା ଖବର ପିପିଲି: ଭିଜିଲାନ୍ସ ଜାଲରେ କଣାସ ବ୍ଲକ ଇଲେକ୍ଟ୍ରି ଅଫିସ୍ କିରାଣି ସୁରେନ୍ଦ୍ର ନାୟକ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । November 4, 2019 ')}
ତାଜା ଖବର ଆଉ ୬ ଦୁର୍ନୀତିଖୋର ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଜଣଙ୍କ ପେନସନ୍ ସୁବିଧା ବନ୍ଦ । ଦୁଇ ମାସ ମଧ୍ୟରେ ମୋଟ ୪୪ ଜଣ ଅଧିକାରୀ ଚାକିରିରୁ ବରଖାସ୍ତ । November 4, 2019 ')}
ତାଜା ଖବର ଜମ୍ମୁ-କଶ୍ମୀର: ମୌଲାନା ଆଜାଦ ରୋଡରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ । ୧୫ରୁ ଅଧିକ ଆହତ, ମେଡିକାଲରେ ଭର୍ତ୍ତି । November 4, 2019 ')}
ତାଜା ଖବର ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାରେ ଆସିଲା ମଧ୍ୟବର୍ତ୍ତୀକାଳୀନ ରାୟ । ରାୟରେ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କରିବାକୁ ନିର୍ଦ୍ଦେଶ । November 4, 2019 ')}
ତାଜା ଖବର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶଓ୍ୱାରିଙ୍କୁ ମୁମ୍ବାଇରେ ସାକ୍ଷାତ କଲେ ଶିବସେନା ନେତା ରାମଦାସ କଡମ୍ ଓ ସଂଜୟ ରାଉତ । November 4, 2019 ')}
ତାଜା ଖବର ସାଲେପୁର: ନିଶ୍ଚିନ୍ତକୋଇଲି ବଜାରରେ ଘରୋଇ ବସ୍-ବାଇକ୍ ଧକ୍କା । ବାଇକ୍ ଆରୋହୀ ଗୁରୁତର, ଅନ୍ୟ ୨ ଜଣ ଆହତ । ବସ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ । ଗୁରୁତର ଆହତ ମେଡିକାଲରେ ଭର୍ତ୍ତି । November 3, 2019 ')}
ତାଜା ଖବର ଆନନ୍ଦପୁର: ରାମଚନ୍ଦ୍ରପୁର ଥାନା ନୂଆମାଳିଆ ଗାଁରେ ଜମି ବାଡ଼ିକୁ ନେଇ ବିବାଦ । ୨ ପରିବାର ମଧ୍ୟରେ ସଂଘର୍ଷ । ୬ ଆହତ, ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି । November 3, 2019 ')}
ତାଜା ଖବର ଗଞ୍ଜାମ: ମିଥ୍ୟା ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ୪ ଶିକ୍ଷକଙ୍କ ବିରୋଧରେ ଏତଲା ପାଇଁ ନିର୍ଦ୍ଦେଶ । ଧରାକୋଟ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଶିକ୍ଷା ବିଭାଗ ଓ ପୋଲିସର ମିଳିତ ଯାଞ୍ଚ ବେଳେ ୪ ଜଣ ଶିକ୍ଷକ ଜାଲ୍ ଜାତି ପ୍ରମାଣପତ୍ର ଦେଇଥିବା ନେଇ ମିଳିଛି ପ୍ରମାଣ । November 3, 2019 ')}
ତାଜା ଖବର ଆସିକା: ହିଞ୍ଜିଳିକାଟୁ କେଉଟ ସାହିରେ ଗ୍ୟାସ୍ ଲିକ୍ ହୋଇ ଗୋଟିଏ ପରିବାରର ୬ ସଦସ୍ୟ ଆହତ । November 3, 2019 ')}
ତାଜା ଖବର ବ୍ରହ୍ମପୁର: ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରୁ ଜଣେ ସୈନିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୋସିଲର ତନାଘନା । November 3, 2019 ')}