ଭୁବନେଶ୍ବର: ଧାର୍ଯ୍ୟ ସମୟରେ କେନ୍ଦ୍ର ସାର ଦେଉନି । ମାସିକିଆ କୋଟା ରାଜ୍ୟକୁ ମିଳୁନି । ଚାଷୀମାନେ ସାର ନପାଇ ହନ୍ତସନ୍ତ ହେଉଛନ୍ତି । ଖରିଫ ଋତୁରେ...
ତାଜା ଖବର
ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ସୂଚନା । ଅଫିସ ଅଫ୍ ପ୍ରଫିଟ୍ ବିବାଦରେ ଫସିଥିବା ସୋରେନଙ୍କୁ ନେଇ ନିର୍ବାଚନ ଆୟୋଗ...
ନ୍ୟୁୟର୍କ: ବନ୍ଧୁ ଋଷ ବିରୋଧରେ ଗଲା ଭାରତ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନକୁ କଲା ସମର୍ଥନ । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଋଷ...
ଜମ୍ମୁ ଓ କାଶ୍ମୀର: ସତ ହେଲା ଗୁଇନ୍ଦା ବିଭାଗର ସତର୍କ ସୂଚନା । ଭାରତ ବିରୋଧରେ ପାକିସ୍ତାନ ଚଳାଇଛି ମେଗା ପ୍ଲାନ୍ । ସୀମାରେ ୩ ଆତଙ୍କବାଦୀଙ୍କୁ...
ନୂଆଦିଲ୍ଲୀ: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରାଯାଇଛି। ଏହି ତାଲିକା ଜାରି କରିଛି UGC। ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଛି। ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ...
ଗଞ୍ଜାମ: ଟଳିଗଲା ବଡ଼ ବିପଦ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ସୁପରସ୍ପେଶିଆଲିଟି ବ୍ଲକର ୫ମ ମହଲାରେ ନିଆଁ ଲାଗିଥିବା ବେଳେ...
ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଡାକିଛନ୍ତି ୟୁପିଏ ବୈଠକ। ଖଣି ଖାଦାନର ନିଲାମ ନିଜ ନାଁରେ କରି ଅଡ଼ୁଆରେ ଫସିଥିବା ହେମନ୍ତ ସୋରେନ ରାଞ୍ଚିସ୍ଥିତ ନିଜ...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । ବଡଗଡ଼ ଥାନା ଅଞ୍ଚଳରେ ଯୁବତୀ ଜଣକ...
କୋଣାର୍କ: ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ବାଙ୍ଗର ମୌଜା ସ୍ଥିତ ଲିଆଖିଆ ନିକଟ ସମୁଦ୍ର ବେଳାଭୂମିରୁ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର । ବେଳାଭୂମିରେ କଙ୍କାଳ ପଡ଼ିଥିବା ଦେଖି...
ଭଦ୍ରକ: ଧସିଲା ବୈତରଣୀ ନଦୀ ବନ୍ଧ । ଆରଡି ଦୋହରାପାଟଣା ଗାଁ ନିକଟରେ ପ୍ରାୟ ୨ଶହ ଫୁଟ ନଦୀ ବନ୍ଧ ଧସିଯାଇଛି । ନଦୀବନ୍ଧର ସୁରକ୍ଷା ପାଇଁ...