spot_img

Santosh Kumar Sahoo

5634 POSTS

Exclusive articles:

ଯାଜପୁରରେ ଖୋଲିଲା ମିଶନ ଶକ୍ତି କାଫେ

ଯାଜପୁର: ଯାଜପୁରରେ ଖୋଲିଲା ମିଶନ ଶକ୍ତି କାଫେ । ବିରଜା ମନ୍ଦିର ସଂଲଗ୍ନ ବିରଜା ପାନ୍ଥ ନିବାସ ପରିସରରେ କାଫେର ଶୁଭାରମ୍ଭ ହୋଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ...

ଧର୍ମେନ୍ଦ୍ର ବି ପରିବାରବାଦ ରାଜନୀତିରୁ ଆସିଛନ୍ତି, ଓଡ଼ିଶାବାସୀ ଭୋଟ ନଦେବାରୁ ଗଳାବାଟ ଦେଇ ରାଜ୍ୟସଭା ଯାଇଛନ୍ତି: ବିଜେଡି

ଭୁବନେଶ୍ୱର: ପରିବାରବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ସମାଲୋଚନା । ପରିବାରବାଦ ଉପରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ହାସ୍ୟାସ୍ପଦ କହିଲା ବିଜେଡି । ଧର୍ମେନ୍ଦ୍ର ବି ପାରିବାରିକ ରାଜନୀତିରୁ ଆସିଛନ୍ତି ଏବଂ...

ଦରଦାମ ତାତିରୁ ଖାଉଟିଙ୍କୁ ମିଳିବନି ଆଶ୍ବସ୍ତି, ଆହୁରି ବଢ଼ିବ ଖାଇବା ତେଲ ଓ ଡାଲିର ମୂଲ୍ୟ

ଭୁବନେଶ୍ୱର: ଏବେ ଦରଦାମ ତାତିରୁ ଖାଉଟିଙ୍କୁ ମିଳିବନି ଆଶ୍ବସ୍ତି । ଆଗକୁ ଖାଇବା ତେଲ ଏବଂ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ । ଅଗଷ୍ଟରେ ହାରାହାରି ତୁଳନାରେ ବହୁତ କମ୍ ବର୍ଷା...

ବିକାଶ ନାଁରେ ଆଉ ବଳି ପଡିବନି ଗଛ, ବୃକ୍ଷ ପୁନଃରୋପଣ ପାଇଁ ସ୍ଵତନ୍ତ୍ର ଏସ୍ଓପି

ଭୁବନେଶ୍ୱର: ଉନ୍ନୟନ ପ୍ରକଳ୍ପ ପାଇଁ ରାଜ୍ୟରେ କଟାଯାଉଛି ଲକ୍ଷ ଲକ୍ଷ ଗଛ । ଏହି ଗଛଗୁଡ଼ିକୁ ବଢ଼ାଇବା ପାଇଁ ଅନେକ ପରିଶ୍ରମ ସହିତ ସମୟ ଲାଗୁଛି । ହେଲେ ବିଭିନ୍ନ ପ୍ରକଳ୍ପ ପାଇଁ...

ଗ୍ରାମାଞ୍ଚଳରେ ବ୍ୟାପକ ଯୁବ ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ, ମୁଖ୍ୟମନ୍ତ୍ରୀଙ୍କ ଫୋକସରେ MSME ସେକ୍ଟର

ଭୁବନେଶ୍ୱର: କ୍ଷୁଦ୍ର ଶିଳ୍ପରେ ବଡ଼ ସୁଯୋଗ । ଫୋକସରେ ଅର୍ଥନୈତିକ ବିକାଶ ଓ ବ୍ୟାପକ ନିଯୁକ୍ତି । MSME ସେକ୍ଟରକୁ ଦେବ ସ୍ରିମ୍ ସ୍କିମ୍ ବୁଷ୍ଟ । ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସରେ...

Breaking

ଶେଷରେ କ୍ଷମା ମାଗିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ

ନନ୍ଦିଘୋଷ ବ୍ୟୁରୋ : ଶେଷରେ କ୍ଷମା ମାଗିଛନ୍ତି ବିଜେପି ସାଂସଦ ନିଶିକାନ୍ତ...

ନିଆଁରେ ଜଳି ANM ଜୀବନ୍ତଦଗ୍ଧ, ସ୍ବାମୀ ଗୁରୁତର…

ବଲାଙ୍ଗୀର : ନିଆଁରେ ଜଳି ANM ଜୀବନ୍ତଦଗ୍ଧ । ମୃତକ ହେଲେ...

ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ଭୁବନେଶ୍ବର : ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ । ବାଙ୍କୁଆଳର...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ କରିଛନ୍ତି ଚାଷୀ

ଜଗତସିଂହପୁର : ମାର୍ଚ୍ଚ ସରିଗଲା। ଏବେ ବି ମଣ୍ଡିରେ ପଡିରହିଛି ଚାଷୀଙ୍କ...