spot_img

Nandighosha Tv

8830 POSTS

Exclusive articles:

ସିଏଏ ହିଂସାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଲେଖାଏଁ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବଡ଼ ଘୋଷଣା । ପ୍ରେସ୍‌ମିଟ କରି ସେ କହିଛନ୍ତି ଯେ ସିଏଏ ହିଂସାରେ ସମସ୍ତ ହିନ୍ଦୁ ଏବଂ ମୁସଲମାନ କ୍ଷତିଗ୍ରସଙ୍କ ପାଇଁ କ୍ଷତିପୂରଣ...

ଇଣ୍ଡେ।ନେସିଆ ପାଇଁ ବିଜୁବାବୁଙ୍କ ଅବଦାନର ସ୍ମୃତି ରୋମନ୍ଥନ, ଫଟୋ ମନେ ପକାଇଲା ବିରଳ ମୁହୂର୍ତ୍ତ

ନୂଆଦିଲ୍ଲୀ: ବିଜୁ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ଦେଶ ବିଦେଶର ଅତିଥି । ଅବସର ଥିଲା ଭାରତ-ଇଣ୍ଡେ।ନେସିଆ ସମ୍ପର୍କ ଶୀର୍ଷକ ଆଲୋଚନାଚକ୍ର ଓ ଫଟୋ ପ୍ରଦର୍ଶନୀ । ନୂଆଦିଲ୍ଲୀର ମୋତିଲାଲ ନେହେରୁ ଲାଇବ୍ରେରୀରେ ଆୟୋଜିତ...

ବଡ଼ ମେଡିକାଲର ବଡ଼ ଭୁଲ୍, ଭୋଗୁଛି ୧୩ ବର୍ଷର ଆରତୀ

ଟାଙ୍ଗୀ: ଧାଁ ଦଉଡ଼ ବୟସରେ ଦୁନିଆ ତା ପାଇଁ ହୋଇଯାଇଛି ନିରବ । ସବୁକିଛି ଜାଣିବା ବୁଝିବା ବୟସରେ ସେ କିଛି ଶୁଣିପାରୁନି । କାରଣ ତା କାନକୁ ଆଉ ଶୁଭୁନି ।...

ଓଡ଼ିଶାରେ ଇସ୍ପାତ ଶିଳ୍ପରେ ପୁଞ୍ଜି ନିବେଶ କରିବ ଜାପାନ

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଓଡ଼ିଶାରେଇସ୍ପାତ ଶିଳ୍ପରେ ପୁଞ୍ଜି ନିବେଶ କରିବ ଜାପାନ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ କରିବା ପାଇଁ ଜାପାନ ଆଗ୍ରହୀ ଥିବା ଜଣାପଡିଛି...

ମାର୍ଚ୍ଚ ୫ରେ ରାଜ୍ୟବ୍ୟାପୀ ବିଜୁ ଜୟନ୍ତୀ ପାଳନ କରିବ ବିଜେଡି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଏହାକୁ ରାଜ୍ୟବ୍ୟାପୀ ପାଳନ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ...

Breaking

ଗଣେଶ ପୂଜାରେ ହିଞ୍ଜିଳିକାଟୁରେ ଚାଲିଗଲା ୩ ଜୀବନ, ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ : ଗଣେଶ ପୂଜାରେ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦୁଇଟି ଦୁର୍ଘଟଣାରେ...

ଖଜା ବି ଭେଜାଲ! ପୁରୀରେ ଚଢ଼ାଉ, ୩ କୁଇଣ୍ଟାଲରୁ ଅଧିକ ଖଜା ଜବତ

ନନ୍ଦିଘୋଷ ବ୍ୟୁରୋ : ଆଧ୍ୟାତ୍ମିକ ସହର ପୁରୀରେ ଖଜାର ମାନକୁ ନେଇ...

ଟୁଇନ୍ ସିଟିରେ କଡ଼ାକଡ଼ି ହେଲା NBW ଡ୍ରାଇଭ୍, ଅମାନିଆଠାରୁ ଅପରାଧୀ—କାହାରିକୁ ତ୍ରାହି ନାହିଁ

ନନ୍ଦିଘୋଷ ବ୍ୟୁରୋ : ପାର୍ବଣ ପୂର୍ବରୁ ଅପରାଧୀଙ୍କ ଉପରେ ଆକ୍ସନ୍ ମୋଡ୍‌ରେ...

ଓଡ଼ିଶାକୁ ଆସିବ କି ବାତ୍ୟା? ବଙ୍ଗୋପସାଗରରେ ସିଷ୍ଟମ୍, ଗୁଜବରୁ ଦୂରେଇବାକୁ ପାଣିପାଗ ବିଭାଗର ପରାମର୍ଶ

ନନ୍ଦିଘୋଷ ବ୍ୟୁରୋ :  ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ସିଷ୍ଟମ୍‌କୁ ନେଇ...