spot_img

Kalyani Parida

3707 POSTS

Exclusive articles:

ରାଜସ୍ଥାନ କଂଗ୍ରେସରେ ପୁଣି ରାଜନୈତିକ ସଙ୍କଟ, ବିଧାୟକ ହେମାରାମ ଚୗେଧୁରୀଙ୍କ ଇସ୍ତଫା

ଜୟପୁର: ରାଜସ୍ଥାନ କଂଗ୍ରେସରେ ପୁଣି ଥରେ ରାଜନୖେତିକ ସଙ୍କଟ ଦେଖାଦେଇଛି । ପାଇଲଟ ଗ୍ରୁପର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେମାରାମ ଚୌଧୁରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଗେହଲଟ୍ ସରକାରଙ୍କ...

ଏବେ ୨-୧୮ ବର୍ଷ ପିଲାଙ୍କ ଟିକା ପାଇଁ ପ୍ରସ୍ତୁତି, କୋଭାକ୍ସିନ ଟ୍ରାଏଲକୁ ଅନୁମତି

ନୂଆଦିଲ୍ଲୀ: ଛୋଟ ପିଲା ନେବେ ଟିକା । ଯେଉଁଥିପାଇଁ ଭାରତରେ ଆରମ୍ଭ ହୋଇଛି ପ୍ରସ୍ତୁତି । ୨ ବର୍ଷରୁ ୧୮ ବର୍ଷ ବୟସ ପିଲାଙ୍କୁ ଟିକା ଦେବା ନେଇ ପ୍ରସ୍ତୁତି ଆରମ୍ଭ କରିଛି...

ଆଲିଆ ଓ ବିରାଟଙ୍କ ଉପରେ ବର୍ଷିଲେ ବଲିଉଡ୍ ଆକ୍ଟର, କହିଲେ ଦାନ ପାଇଁ ଲୋକଙ୍କୁ ଭିକ ମାଗନି…

ନୂଆଦିଲ୍ଲୀ: ସାରା ଦେଶରେ କାୟା ମେଲାଇଛି କରୋନା । ଯଦିଓ ପୂର୍ବ ଅପେକ୍ଷା ମାମଲା କମ୍ ରହିଛି ତଥାପି ସ୍ଥିତି ବଦଳିନି । ଏଭଳି ସମୟରେ ବିଭିନ୍ନ ମହଲରୁ ସାହାଯ୍ୟ ପାଇଁ ସହାୟତାର...

ଦେଶର ସବୁଠୁ ଉଚ୍ଚ ଶିବ ମନ୍ଦିର, ପଥରକୁ ବାଡେଇଲେ ଡମ୍ବରୁ ଶବ୍ଦ ଶୁଣାଯାଏ..

ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିରଗୁଡ଼ିକର କୌଣସି ଅଭାବ ନାହିଁ। ଦେଶର କୋଣ ଅନୁକୋଣରେ ପ୍ରସିଦ୍ଧ ମନ୍ଦିର ରହିଛି। ଆଉ ସବୁ ମନ୍ଦିରର କିଛି ନା କିଛି ରହସ୍ୟ ରହିଥାଏ। ତେବେ ଆଜି...

ଗଙ୍ଗା କୂଳରେ ଟାୟାର-ଡିଜେଲ୍ ପକାଇ ଜାଳିଦେଲେ ଶବ, ୫ ପୋଲିସ ବାବୁ ନିଲମ୍ବିତ

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ବଲିଆ ଜନପଦରେ ପୋଲିସ କର୍ମୀ ମାନେ ଗଙ୍ଗା ଘାଟରେ କିଛି ମୃତଦେହର ଅନ୍ତିମ ସଂସ୍କାର କରୁଥିବା ଭିଡ଼ିଓ ଭାଇରାଲ୍ ହେଉଛି । ଯେଉଁ ଭିଡ଼ିଓରେ ମୃତଦେହ ସହ ଟାୟାର ଜଳୁଥିବାର...

Breaking

ଚିନ୍ତା ବଢ଼ାଇଛି ଖାଲି ପଦବୀ; ୧୭ ବିଶ୍ବବିଦ୍ୟାଳୟରେ ୧୪୩୫ ପଦ ଖାଲି

ଚିନ୍ତା ବଢ଼ାଇଛି ଖାଲି ପଦବୀ; ୧୭ ବିଶ୍ବବିଦ୍ୟାଳୟରେ ୧୪୩୫ ପଦ ଖାଲି ନନ୍ଦିଘୋଷ...

SIR ବିବାଦ: ବିରୋଧୀଙ୍କ ପ୍ରଶ୍ନ କାହା ଚାପରେ ନିର୍ବାଚନ କମିଶନ ଚେପା

SIR ବିବାଦ: ବିରୋଧୀଙ୍କ ପ୍ରଶ୍ନ କାହା ଚାପରେ ନିର୍ବାଚନ କମିଶନ ଚେପା ନନ୍ଦିଘୋଷ...

ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତାଙ୍କୁ ହକି ଟିମକୁ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ

ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତାଙ୍କୁ ହକି ଟିମକୁ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ ନନ୍ଦିଘୋଷ...

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାରଦୀୟ ପାର୍ବଣର ଶୋଳପୂଜା

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାରଦୀୟ ପାର୍ବଣର ଶୋଳପୂଜା ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଆଜିଠାରୁ...