ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଦିବଙ୍ଗତ ସ୍ପିନର ଶେନ ଓ୍ୱାର୍ଣ୍ଣଙ୍କ ପାର୍ଥିବ ଶରୀର ଗୁରୁବାର ଏକ ପ୍ରାଇଭେଟ ଜେଟରେ ମେଲବର୍ଣ୍ଣରେ ପହଞ୍ଚିଛି । ଓ୍ୱାର୍ଣ୍ଣଙ୍କ ମୃତଦେହ ଅଷ୍ଟ୍ରେଲିଆ ଜାତୀୟ ପତାକାରେ...
Year: 2022
କିଭ୍: ୟୁକ୍ରେନରେ କୗେଣସି ପ୍ରକାର ରାସାୟନିକ ତଥା ଜୖେବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇନଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି। ଏହାଛଡା ଋଷ ଯଦି ଦେଶରେ ରାସାୟନିକ ଶସ୍ତ୍ର ପକାଏ...
ଭୁବନେଶ୍ୱର: ଜୋରଦାର ହେଲାଣି ପୌର ଫାଇଟ୍ । ଏବେଠୁ ଜମିଲାଣି ପ୍ରଚାର । ପ୍ରାର୍ଥୀଙ୍କ ସହ ନେତା ବି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆସନ୍ତା ୧୪...
କିଭ୍: ୟୁକ୍ରେନରେ ଧ୍ୱଂସଲୀଳା ଜାରି । ୟୁକ୍ରେନର ରାଜଧାନୀ କିଭ ଉପରେ ସମ୍ପୂର୍ଣ୍ମ କବଜା କରିବାକୁ ସହରର ଦୁଇପାର୍ଶ୍ୱରୁ ଘେରୁଛନ୍ତି ଋଷ ସୈନ୍ୟ । ପୂର୍ବରୁ ଦେଇଥିବା...
ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଚଳିତ ବର୍ଷ...
ଭୁବନେଶ୍ୱର: ବର୍ଷ ୨୦୨୨ରେ ଦୁଇ ଦୁଇଟି ସୂର୍ଯ୍ୟ ପରାଗ ହେବ। ତେବେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୩୦ରେ ହେବ। ଏହା ଆଂଶିକ ସୂର୍ଯ୍ୟ ପରାଗ...
ଚଣ୍ଡିଗଡ଼: ପଞ୍ଜାବରେ ଆପର ପ୍ରଚଣ୍ଡ ବିଜୟ ପରେ ଆଜି ବସିପାରେ ବିଧାୟକ ଦଳ ବୈଠକ । ଚଳିତ ନିର୍ବାଚନରେ ବହୁମତ ପାଇ ପଞ୍ଜାବରେ ସବୁଠୁ ବଡ଼ ଦଳ...
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୁଣିଥରେ ମିଳିବ ଚାଦର, କମ୍ବଳ ଏବଂ ପରଦା । ଟ୍ରେନ୍...
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ବିଶ୍ୱର ସମସ୍ତ ଦେଶ ତଥା କମ୍ପାନୀରୁ ଋଷ ଉପରେ ଚାପ ପ୍ରୟୋଗ ପ୍ରକ୍ରିୟା ଜାରି ରହିଛି। ଆମେରିକା ଏବଂ ତା...
ସମ୍ବଲପୁର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ଟାଟା ପାଓ୍ୱାର ଜେନେରାଲ ମ୍ୟାନେଜର । ଟାଟା ପାଓ୍ୱାର ପଶ୍ଚିମ ଓଡ଼ିଶା ଡିଭିଜନର ଜେନେରାଲ ମ୍ୟାନେଜର...