ମୁଖ୍ୟ ଖବର

 ଭଦ୍ରକ: ତୁମ ପରି ଛୋଟ ପିଲାଟିଏ, ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ। କୁନି କୁନି ପିଲାଙ୍କ ରାସ୍ତା ସମତୁଲ ଚିନ୍ତା, ରାସ୍ତା କଡରେ ପଡ଼ିଥିବା...

ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାରେ ଗିରଫ ରାଜ କୁନ୍ଦ୍ରାଙ୍କ ଲାଗି ବଢିଲା ଅଡୁଆ। କୁନ୍ଦ୍ରାଙ୍କ ୪ କର୍ମଚାରୀ କହିଛନ୍ତି, ବିଭିନ୍ନ କ୍ଲିପକୁ ଡିଲିଟ କରିଦେବା ଲାଗି ତାଙ୍କୁ...

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଯୋଦ୍ଧା ଘୋଡ଼ା। ଯେଉଁଠି ଅଛି ଯୋଦ୍ଧା ଘୋଡ଼ା ସେଇଠି ହିଁ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଏଭଳି ଏକ...

ଭୁବନେଶ୍ୱର: ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା। ମୃତକ ଜଣକ ହେଲେ ୧୫ବର୍ଷର ବାଳକ। ଗତ କିଛିଦିନ ଧରି...

1 min read

ସମ୍ବଲପୁର: ଭିଜିଲ୍ଲାନ୍ସ ଜାଲରେ ପଡ଼ିଲେ ସମ୍ବଲପୁର ଧନକଉଡା BEO କାଯ୍ୟାଳୟର ମୁଖ୍ୟ କିରାଣି। ମୁଖ୍ୟ କିରାଣିଙ୍କ ନାମ ହେଉଛି ଦିଲିପ ଦେବ। ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ...

କଳାହାଣ୍ଡି: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଏବେଠୁ ସଂଗଠନକୁ ମଝବୁତ କରିବା ପାଇଁ ଲାଗି ପଡ଼ିଲାଣି ବିଜେଡି। ପଞ୍ଚାୟତ ଏରିଆରେ...

1 min read

ନୂଆଦିଲ୍ଲୀ: ଆସାମ-ମିଜୋରାମ ସୀମାରେ ତୁମୁଳ ସଂଘର୍ଷ। ସଂଘର୍ଷରେ ଆସାମ ପୋଲିସର ୫ ଜଣ ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉତ୍ତେଜନା...

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ୟେଦିୟୁରପ୍ପା ଶାସନର ପତନ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା। ନୂଆ ମୁଖ୍ୟମନ୍ତ୍ରୀ ଲାଗି ଆରମ୍ଭ ହୋଇଛି ରେସ୍।...

1 min read

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଜୟ ରାସ୍ତାକୁ ଫେରିଲା ଭାରତୀୟ ହକି ଟିମ୍। ପୁଲ୍-ଏର ତୃତୀୟ ମ୍ୟାଚରେ ସ୍ପେନକୁ ୩-୦ ଗୋଲରେ ମାତ୍ ଦେଇଛି ଭାରତୀୟ ହକି ଟିମ୍ ...

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ନନ୍ଦନକାନନକୁ ଆସୁଛନ୍ତି ନୂଆ ଅତିଥି। କେନ୍ଦ୍ରୀୟ ଚିଡ଼ିଆ ଖାନା କର୍ତ୍ତୃପକ୍ଷଙ୍କ ଅନୁମତି ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଜୀବଜନ୍ତୁ ଆଣିବା...