ମୁଖ୍ୟ ଖବର

ନନ୍ଦିଘୋଷ ବ୍ୟୁରୋ: ହାଟଆଟାକ ଯୋଗୁଁ ଚିକିତ୍ସିତ ହେଉଥିବା ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ ଡେଡ୍ ହୋଇଥିବା ନେଇ ସୂଚନା  । ସଦ୍ୟ ମିଳିଥିବା ରିପୋର୍ଟ ମୁତାବକ ରାଜୁ ଶ୍ରୀବାସ୍ତଙ୍କ ବ୍ରେନ...

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ମହିଳାଙ୍କୁ କିରୋସିନ ଢାଳି ପୋଡ଼ି ହତ୍ୟା ସନ୍ଦେହ । ଘର ଭିତରୁ ମିଳିଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଏମିତି ଏକ...

କଟକ: ପୁଣି ଏକ ହାତୀକୁ ଗୁଳିମାଡ଼ । ନରସିଂହପୁର ବନାଞ୍ଚଳରେ ଏକ ଦନ୍ତା ହାତୀକୁ ଗୁଳିମାଡ଼ ହୋଇଛି । ଗୁଳିବିଦ୍ଧ ହାତୀ ଅସୁସ୍ଥ ଭାବରେ ଆଠଗଡ଼ ବନଖଣ୍ଡ...

1 min read

ଜୟପୁର: ଜାତିଆଣ ମନୋଭାବ ଓ କୁସଂସ୍କାରର କୁପରିଣତି । ଅନ୍ୟଜାତି ଲୋକଙ୍କ ଘରେ ଖାଇବାରୁ ଶବ ଛୁଇଁଲେ ନାହିଁ ଗାଁ ଲୋକ । କୋରାପୁଟ ଜିଲ୍ଲା ଜୟପୁର...

ନୂଆଦିଲ୍ଲୀ: ଅଡ଼ୁଆରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାହନବାଜ୍ ହୁସେନ । ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ...

ସମ୍ବଲପୁର: କମୁଛି ହୀରାକୁଦର ଜଳସ୍ତର । ବନ୍ଦ ହେଲା ହୀରାକୁଦର ୪ଟି ସ୍ଲୁଇସ୍ ଗେଟ୍ । ୪ଟି ଗେଟ୍‌ ବନ୍ଦ ହେବା ପରେ ଏବେ ୩୬ଟି ଗେଟ୍...

1 min read

ଭୁବନେଶ୍ୱର: ଆଜି ଦିନ ୩ଟା ପରେ ହୀରାକୁଦର କିଛି ଗେଟ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇପାରେ । ପ୍ରାଥମିକ ପର୍ଯ୍ୟାୟରେ ୬ଟି ଗେଟ୍ ବନ୍ଦ କରିବା...

1 min read

ଭୁବନେଶ୍ୱର: ସ୍ଥଗିତ ରହିଲା ASO ପରୀକ୍ଷା । ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ଆଜି...

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି । ଆଜି ସଂଧ୍ୟାରେ ହୀରାକୁଦରୁ ଛଡ଼ାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପାଣି ସଂଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ । ବର୍ତ୍ତମାନ...

ଢେଙ୍କାନାଳ: ହସ୍ପିଟାଲରେ ବେଡ୍‌ ନମିଳିବାରୁ ରୋଗୀଙ୍କ ଆତ୍ମହତ୍ୟା । ଢେଙ୍କାନାଳ ହସ୍ପିଟାଲରେ ଘଟିଛି ଘଟଣା । ଚାରି ମହଲାରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି ।...