ରାଜନୀତି

ମୁମ୍ବାଇ: ହନୁମାନ ଚାଳିଶା ବିବାଦରେ ଫସି ଗିରଫ ହୋଇଥିବା ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ବାମୀ ବିଧାୟକ ରବି ରାଣା ରହିବେ ଜେଲରେ...

ଭୁବନେଶ୍ୱର: ଆହୁରି ସଶକ୍ତ ହେବ ବିଜେଡି । ରାଜ୍ୟ ସରକାରଙ୍କ ପ୍ରତିଟି ଲୋକାଭିମୁଖୀ ଯୋଜନା ଓ ବିକାଶ ସହ ଯୋଡ଼ି ହେବେ ସାଧାରଣ ଲୋକ । ଆଜିଠାରୁ...

ନନ୍ଦିଘୋଷ ବ୍ୟୁରୋ: ଭାରତ ଗସ୍ତରେ ବ୍ରିଟେନ ପ୍ରଧାନମନ୍ତ୍ରୀ  । ସ୍ୱାଧିନତା ପରେ ଭାରତ ମାଟିରେ ପାଦ ଥାପିଛନ୍ତି ପ୍ରଥମ ବ୍ରିଟେନ ପ୍ରଧାନମନ୍ତ୍ରୀ  । ସେପଟେ ଭାରତର ଆତିଥ୍ୟତାରେ...

1 min read

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଫ୍ଲାଇଟ ସିଧା ଅହମ୍ମଦାବାଦରେ ଲ୍ୟାଣ୍ଡ କରିଥିଲା । ଏୟାରପୋର୍ଟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ  । ଗୋଟେ ଦିନ ପୁରା ଗୁଜରାଟରେ...

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନି ଝିଅ  । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  ଶିଶୁ କନ୍ୟା ଅନଭି ଅଗ୍ରୱାଲ  । ଅଢେଇ ବର୍ଷର ଝିଅ...

1 min read

ଭୁବନେଶ୍ୱର: ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ  ନବୀନ...

ଭୁବନେଶ୍ୱର: ହକିକୁ ମିଳିବ ଅଧିକ ଗୁରୁତ୍ବ । ରାଜ୍ୟରେ ହକି କ୍ରେଜ ବଢ଼ାଇବାକୁ ସରକାର ସ୍କୁଲସ୍ତରରେ ହିଁ ହକିକୁ େଫାକସ୍ କରିବେ ।  ସବୁ ସ୍କୁଲରେ ଖେଳାଯିବ...

ଗୁଜରାଟ: ଗିରଫ ହେଲେ ଗୁଜରାଟର ଚର୍ଚ୍ଚିତ ନେତା ତଥା ବିଧାୟକ ଜିଗ୍ନେସ ମେଓ୍ବାନୀ । ଗତକାଲି ବିଳମ୍ବିତ ରାତିରେ ଜିଗ୍ନେସଙ୍କୁ ପାଲନପୁର ସର୍କିଟ ହାଉସରୁ ଗିରଫ କରିଛି...

କଟକ: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂହ । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସାଂସଦ ପଦରୁ...

ଭୁବନେଶ୍ୱର: ଓଏଏସ୍ ସ୍ତରରେ ଅଦଳବଦଳ । ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଗରଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ଏସସି ଏସ୍ଟି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ...