ଅପରାଧ

ରାଉରକେଲା: ବନ୍ଧମୁଣ୍ଡା ରେଲୱେ ହାଇସ୍କୁଲ ନିକଟରେ ଯୁଵକକୁ ଗୁଳିମାଡ଼ । ଯୁବକଙ୍କ ଆଣ୍ଠୁରେ ଵାଜିଛି ଗୁଳି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ ରାଉରକେଲା...

ଭଦ୍ରକ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ମହିଳା ସୁପରଭାଇଜର । ମଲ୍ଲିଲତା ଦାସ ଓ ତାଙ୍କ ସ୍ବାମୀଙ୍କୁ ଗିରଫ...

କଟକ: କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ଭୁଜାଲିରେ ଆକ୍ରମଣ । ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ...

ପୁରୀ: ପାଣିରେ ପଶିଲା କାର  । କାର ଭିତରେ ଫସି ରହିଛନ୍ତି ଲୋକେ  । ସତ୍ୟବାଦୀ ବ୍ଲକ ଅଳଗୁମ ଖଣ୍ଡୁଆଳ ରାସ୍ତାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ...

ଭୁବନେଶ୍ୱର: ଅନଲାଇନ ପେମେଣ୍ଟକୁ ନେଇ ଓଲା ଡ୍ରାଇଭରଙ୍କୁ ଆକ୍ରମଣ କଲେ ପେଟ୍ରୋଲ ପମ୍ପ କର୍ମଚାରୀ । ଭୁବନେଶ୍ବରର ନିଳାଦ୍ରୀବିହାର ପେଟ୍ରୋଲ ପମ୍ପରେ ଅନଲାଇନ ପେମେଣ୍ଟକୁ ନେଇ ପେଟ୍ରୋଲ...

ବରଗଡ: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ । ପଦ୍ମନାଭ ସାମନ୍ତରାୟ ଟଙ୍କା ନେଇ ଭୁବନେଶ୍ୱର ଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ଛକରେ ସୋନପୁର ଭିଜିଲାନ୍ସ...

ରାଉରକେଲା/କଳାହାଣ୍ଡି: ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରିଛନ୍ତି ପୋଲିସ ଡିଜି ଅଭୟ ।  ରାଉରକେଲାର ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ଉତ୍ସବରେ ସମ୍ବଲପୁର, ବରଗଡ,...

ପୁରୀ: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।...

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଇଡିର ନୋଟିସ୍ । କୋଇଲା ଘୋଟାଲା ସହ ଜଡ଼ିତ ମନି ଲଣ୍ଡରିଂ...