ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଟେଷ୍ଟିଂ, ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ହଜାର ୧୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି...
କରୋନା
ଛତିଶଗଡ଼: ଗତ ମାର୍ଚ୍ଚ ମାସ ଠାରୁ ଲକଡାଉନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହାକୁ ନଜରରେ ରଖି ଅନଲାଇନ କ୍ଲାସ ଆରମ୍ଭ ହୋଇଛି ।...
ଭୁବନେଶ୍ୱର/କଟକ: ରାଜଧାନୀ ସଂକ୍ରମଣ ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ । କଟକରେ ବି ସ୍ଥିତି ସଙ୍ଗୀନ । ସଂକ୍ରମିତ ସଂଖ୍ୟାରେ ରୋକ୍ ଲାଗିବା ସମ୍ଭବ ହେଉନି ।...
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ୩ ହଜାର ଉପରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ...
ଭୁବନେଶ୍ୱର: ରାଜ୍ୟରେ ଟେଷ୍ଟିଂ ବଢ଼ିବା ସହର ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୨୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।...
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଦୁର୍ବଳ ଅନୁଭବ...
ଭୁବନେଶ୍ୱର: ସଂକ୍ରମଣ ସହ ଚାଲିଛି ଲଢ଼େଇ । ଭୂତାଣୁକୁ ମାତ୍ ଦେଉଛି ଓଡ଼ିଶା । ରାଜ୍ୟରେ ଏଯାବତ୍ ୧ ଲକ୍ଷ ୬୨ ହଜାର ୯୨୦ ଜଣ କରୋନାରେ...
ନୂଆଦିଲ୍ଲୀ: ଭାରତରେ ମିଳିବ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ୍ । ୧୦ କୋଟି ଟିକା ବିକ୍ରି ପାଇଁ ଋଷର ଭ୍ୟାକ୍ସିନ୍ ନିର୍ମତା ଋଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ...
ଢେଙ୍କାନାଳ: ସମସ୍ତେ ଦେଖୁଥିଲେ, କେହି ଛୁଉଁ ନଥିଲେ । ସମସ୍ତଙ୍କ ଆଖି ଆଗରେ ଚାଲି ଯାଇଥିଲା ଜୀବନ । ୨ ଦିନ ତଳେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ...
ନୂଆଦିଲ୍ଲୀ: ଖୁବଶୀଘ୍ର ପୁଣିଥରେ ଭାରତରେ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ବିମାନ ସେବା । ଦେଶରେ ଲକଡାଉନ୍ ଲାଗୁ ପରେ ମାର୍ଚ୍ଚ ଶେଷ ସପ୍ତାହରୁ ଅନ୍ତର୍ଜାତୀୟ ଉଡ଼ାଣ...