ତାଜା ଖବର ତେଲେଙ୍ଗାନାରେ ଅଭାବନୀୟ ଘଟଣା, ଅଫିସରେ ପଶି ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲେ । November 4, 2019 ')}
ତାଜା ଖବର ଆନନ୍ଦପୁର: ରାମଚନ୍ଦ୍ରପୁର ଥାନା ନୂଆମାଳିଆ ଗାଁରେ ଜମି ବାଡ଼ିକୁ ନେଇ ବିବାଦ । ୨ ପରିବାର ମଧ୍ୟରେ ସଂଘର୍ଷ । ୬ ଆହତ, ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି । November 3, 2019 ')}
ତାଜା ଖବର ଗଞ୍ଜାମ: ମିଥ୍ୟା ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ୪ ଶିକ୍ଷକଙ୍କ ବିରୋଧରେ ଏତଲା ପାଇଁ ନିର୍ଦ୍ଦେଶ । ଧରାକୋଟ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଶିକ୍ଷା ବିଭାଗ ଓ ପୋଲିସର ମିଳିତ ଯାଞ୍ଚ ବେଳେ ୪ ଜଣ ଶିକ୍ଷକ ଜାଲ୍ ଜାତି ପ୍ରମାଣପତ୍ର ଦେଇଥିବା ନେଇ ମିଳିଛି ପ୍ରମାଣ । November 3, 2019 ')}
ତାଜା ଖବର ଆସିକା: ହିଞ୍ଜିଳିକାଟୁ କେଉଟ ସାହିରେ ଗ୍ୟାସ୍ ଲିକ୍ ହୋଇ ଗୋଟିଏ ପରିବାରର ୬ ସଦସ୍ୟ ଆହତ । November 3, 2019 ')}
ତାଜା ଖବର ବ୍ରହ୍ମପୁର: ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରୁ ଜଣେ ସୈନିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୋସିଲର ତନାଘନା । November 3, 2019 ')}
ତାଜା ଖବର ବିହାର: ଛଟ୍ ପୂଜା ବେଳେ ଅଘଟଣ । ସମସ୍ତିପୁରରେ ଛଟପୂଜା କରୁଥିବା ସମୟରେ ମନ୍ଦିର କାନ୍ଥ ଭୁଶୁଡ଼ି ୨ ମହିଳାଙ୍କ ମୃତ୍ୟୁ । November 3, 2019 ')}
ତାଜା ଖବର ଦିଲ୍ଲୀ ପ୍ରଦୂଷଣ ନେଇ ପଞ୍ଜାବକୁ କେଜ୍ରିୱାଲଙ୍କ ଦାୟୀ ପସଙ୍ଗ । ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର । ଜମିରେ ନଡ଼ା ପୋଡ଼ିଥିବା ୨ ହଜାର ୯୨୩ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । November 3, 2019 ')}
ତାଜା ଖବର ଜଗତସିଂହପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିରିଡ଼ି ଶଙ୍କରପୁର ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଆହତ ରାମରଣା ଭୋଇ ଜିଲ୍ଲା ମେଡିକାଲରେ ଭର୍ତ୍ତି । ଶଙ୍କରପୁର ଗାଁରେ ଉତ୍ତେଜନା । November 3, 2019 ')}
ତାଜା ଖବର ଆସିକା: ହିଞ୍ଜିଳିକାଟୁ ଚନ୍ଦ୍ରକଳ୍ପେଶ୍ଵର ଶିବ ମନ୍ଦିର ନିକଟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର । November 3, 2019 ')}
ତାଜା ଖବର କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲାଙ୍କ ଅଭିଯୋଗ । ପ୍ରିୟଙ୍କା ଗାନ୍ଧୀଙ୍କ ହ୍ୱାଟସଆପକୁ ହ୍ୟାକ୍ କରାଯାଇଛି । November 3, 2019 ')}