ତାଜା ଖବର ଯାଜପୁର: ଜୁଏଲାରୀ ବନ୍ଦ କରି ଯିବାବେଳେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ । ବରୀ ଥାନା ବାଲିଆ ଆଶା ମାର୍କେଟ ମା’ ମଙ୍ଗଳା ସୁନା ଦୋକାନ ମାଲିକ କିଶୋର ସାହୁଙ୍କ ଠାରୁ ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କଳା ପଲସରରେ ଆସି ଲୁଟ୍ ସୂଚନା । November 5, 2019 ')}
ତାଜା ଖବର ଝାରସୁଗୁଡ଼ା: ଗୁଳିମାଡ଼ରେ କୁଖ୍ୟାତ ଅପରାଧୀ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷ ମୃତ ।ବ୍ରଜରାଜନଗର ଥାନା ଅଞ୍ଚଳର ଏକ ହୋଟେଲରୁ ବାହାରୁ ଥିବାବେଳେ ଦୁର୍ବୃତ୍ତ ଗୁଳି କରିଥିବା ସୂଚନା । November 5, 2019 ')}
ତାଜା ଖବର ଡୋପ୍ ଟେଷ୍ଟରେ ଧରାପଡ଼ିଲେ ଭାରୋତ୍ତୋଳକ କେ. ରବି କୁମାର । ନାଡା ପକ୍ଷରୁ ୪ ବର୍ଷ ପାଇଁ ବାସନ୍ଦ ନିଷ୍ପତ୍ତି । ୨୦୨୦ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡ଼ିପାରନ୍ତି ରବି କୁମାର । November 5, 2019 ')}
ତାଜା ଖବର ଗଭୀର ଅବପାତର ରୂପ ନେଲା ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ଆଣ୍ଡାମାନରୁ ୯୫୦ କିମି, ପାରାଦ୍ୱିପରୁ ୧୦୨୦କିମି ଦୂରରେ ରହିଛି ଡିପ୍ରେସନ । November 5, 2019 ')}
ତାଜା ଖବର ଗଭୀର ଅବପାତର ରୂପ ନେଲା ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ଆଣ୍ଡାମାନରୁ ୯୫୦ କିମି, ପାରାଦ୍ୱିପରୁ ୧୦୨୦କିମି ଦୂରରେ ରହିଛି ଡିପ୍ରେସନ । November 5, 2019 ')}
ତାଜା ଖବର ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପାଠ୍ୟପୁସ୍ତକ ପ୍ରକାଶନ ଓ ବିପଣନ ସଂସ୍ଥା ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତି । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ବହି ପ୍ରକାଶନ ଅର୍ଡର ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ । November 5, 2019 ')}
ତାଜା ଖବର ଜଟଣୀ: ବଡ଼ତୋଟା ବିଏସଏଫ କ୍ୟାମ୍ପ ଛକ ନିକଟରୁ ୨୨ ଗ୍ରାମ୍ ବ୍ରାଉନସୁଗର ଜବତ । ୨ ଜଣଙ୍କୁ ଗିରଫ କଲା କ୍ୟୁଏଟି ଓ ଜଟଣୀ ଥାନା ପୋଲିସ । November 5, 2019 ')}
ତାଜା ଖବର ହାଇକୋର୍ଟ ଫୁଲବେଞ୍ଚରେ ଅଦାଲତ ଅବମାନନା ଶୁଣାଣି । ବାର ଆସୋସିଏସନର ମାମଲାକୁ ସାମୂହିକ ଭାବେ ସ୍ଥଗିତ ରଖିଲେ କୋର୍ଟ । ହାଇକୋର୍ଟ ପରିସରରେ ସମସ୍ତ କାର୍ଯ୍ୟ ସ୍ୱାଭାବିକ ଦର୍ଶାଇଲା ବାର୍ । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି । November 4, 2019 ')}
ତାଜା ଖବର ପିପିଲି: ଭିଜିଲାନ୍ସ ଜାଲରେ କଣାସ ବ୍ଲକ ଇଲେକ୍ଟ୍ରି ଅଫିସ୍ କିରାଣି ସୁରେନ୍ଦ୍ର ନାୟକ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । November 4, 2019 ')}
ତାଜା ଖବର ଆଉ ୬ ଦୁର୍ନୀତିଖୋର ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଜଣଙ୍କ ପେନସନ୍ ସୁବିଧା ବନ୍ଦ । ଦୁଇ ମାସ ମଧ୍ୟରେ ମୋଟ ୪୪ ଜଣ ଅଧିକାରୀ ଚାକିରିରୁ ବରଖାସ୍ତ । November 4, 2019 ')}