ତାଜା ଖବର ଜମ୍ମୁ କଶ୍ମୀର: ପୁଞ୍ଚର ଶାହପୁର ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ । November 17, 2019 ')}
ତାଜା ଖବର ଜୟପୁର: ବୋରିଗୁମ୍ମା ଥାନା କୁନ୍ଦ୍ରଗୁଡ଼ା ନିକଟ କାଜୁ ମିଲ ପଛ ପଟ ଗଛରେ ନାବାଳକ, ନାବାଳିକାଙ୍କ ଆତ୍ମହତ୍ୟା । ତଦନ୍ତ କରୁଛି ବୋରିଗୁମ୍ମା ଥାନା ପୋଲିସ । November 17, 2019 ')}
ତାଜା ଖବର ରାଉରକେଲା: ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଲହୁଣୀପଡ଼ା ଥାନାରେ ୨ ନାବାଳକଙ୍କ ସହ ଜଣେ ଯୁବକ ଅଟକ । ଗତ ୧୫ ତାରିଖରେ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ ଅଭିଯୋଗ । November 17, 2019 ')}
ତାଜା ଖବର ଭଦ୍ରକ: ତିହିଡ଼ି ଥାନା ବୁଧୁପୁର ଛକରେ ୨ ଯୁବକଙ୍କୁ ଭୁଜାଲି ମାଡ଼ । ଗୁରୁତର ଅବସ୍ଥାରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ଜମି ଭାଗବଣ୍ଟାକୁ ନେଇ ଆକ୍ରମଣ ସୂଚନା । ତିହିଡ଼ି ଥାନା ପୋଲିସର ତଦନ୍ତ । November 17, 2019 ')}
ତାଜା ଖବର ରାଉରକେଲା: ସହରର ଡେଲି ମାର୍କେଟ ଅଞ୍ଚଳରେ ପାଗଳ କୁକୁରର ଆତଙ୍କ । ଆଜି ୫ ଜଣଙ୍କୁ କୁକୁର କାମୁଡ଼ି ଥିବା ଅଭିଯୋଗ । ଗତକାଲି ୨୫ ଜଣଙ୍କୁ କାମୁଡ଼ି ଥିଲା ପାଗଳ କୁକୁର । ତୁରନ୍ତ କୁକୁରକୁ କାବୁ କରିବାକୁ ଦାବି । November 17, 2019 ')}
ତାଜା ଖବର ଚିତ୍ରକୋଣ୍ଡା: ଦାରାକୋଣ୍ଡାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ କାର ସହ ୬୬ କେଜି ଗଞ୍ଜେଇ ଜବତ । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଚିତ୍ରକୋଣ୍ଡା ପୋଲିସ । November 17, 2019 ')}
ତାଜା ଖବର ବାଲିଗୁଡ଼ା: ସାରଙ୍ଗଡ଼ ଥାନା ପିପଳପଙ୍ଗା ଗାଁରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । November 17, 2019 ')}
ତାଜା ଖବର ସୋର: ଦିଲ୍ଲୀରେ ଗ୍ୟାସ୍ ବିସ୍ଫୋରଣରେ ବାପ ମୃତ, ପୁଅ ଗୁରୁତର । ଗୁରୁତର ପୁଅ ଦିଲ୍ଲୀ ସଫଦରଜଙ୍ଗ ମେଡିକାଲରେ ଚକିତ୍ସିତ । ଆଜି ଚିକିତ୍ସାଧୀନ ଅବସ୍ଥାରେ ସିମୁଳିଆ ଥାନା ଅନ୍ତରା ଗାଁର ଜଗବନ୍ଧୁ ବେହେରାଙ୍କ ମୃତ୍ୟୁ । ଗତ ୧୨ ତାରିଖରେ ଗ୍ୟାସ୍ ବିସ୍ଫୋରଣରେ ଉଭୟ ଗୁରୁତର ହୋଇଥିଲେ । November 17, 2019 ')}
ତାଜା ଖବର ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ। ଫଟୋ ପୁସ୍ତିକା ‘MAJESTIC MARA’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିଆର ମାରାରେ ଓଡ଼ିଶାର ୩ ପ୍ରତିଷ୍ଠିତ ଫଟୋଗ୍ରାଫର କରିଥିଲେ ଫଟୋଗ୍ରାଫି । ପୁରୀ ଗଜପତି ଦିବ୍ୟସିଂହ ଦେବ କରିଛନ୍ତି ଭିଡିଓଗ୍ରାଫି । November 16, 2019 ')}
ତାଜା ଖବର ୧୦ଟି ଜିଲ୍ଲାରେ ବିଜ୍ଞାନ ପାର୍କ କରିବାକୁ ପଦକ୍ଷେପ ନିଆଯାଇଛି । ବାକି ୨୦ଟି ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ପାର୍କ ହେବ । ଗୋଟିଏ ପାର୍କ ପାଇଁ ୩୦ ମାସ ସମୟ ଲାଗୁଛି । ପ୍ରତି ପାର୍କ ଲାଗି ସାଢେ ୬ କୋଟି ଟଙ୍କା ଅର୍ଥ ବରାଦ ହୋଇଛି । ଗୃହରେ ସୂଚନା ଦେଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । November 16, 2019 ')}