ତାଜା ଖବର

1 min read

ଭୁବନେଶ୍ୱର: ଭିଜିଲାନ୍ସ କୋର୍ଟରେ ନିଲମ୍ବିତ IAS ବିଜୟକେତନ ଉପାଧ୍ୟାୟଙ୍କ ଜାମିନ ଆବେଦନର ଶୁଣାଣି । ରାୟ ସଂରକ୍ଷିତ ରଖିଲେ କୋର୍ଟ । ସରକାରୀ ଓକିଲଙ୍କ ଯୁକ୍ତି, ବେଲ୍...

ସମ୍ବଲପୁର: ଯୁଯୁମରା ଥାନାର ୩ କର୍ମଚାରୀ ନିଲମ୍ବିତ । ଥାନା ଡ୍ରାଇଭର, ହାବିଲଦାର ଓ କନେଷ୍ଟବଳକୁ ନିଲମ୍ବନ କଲେ ସମ୍ବଲପୁର ଏସପି କନୱର ବିଶାଳ ସିଂ ।...

1 min read

କଟକ: ସିଡିଏ-୧୦ ନମ୍ବର ଅଞ୍ଚଳ ରାସ୍ତା ଉପରେ ପଡ଼ିଛି ଛୋଟ ଛୁଆର କଟାମୁଣ୍ଡ । କଟାମୁଣ୍ଡ କାହାର ଜଣାପଡ଼ିନାହିଁ । କୁକୁର କାଠଯୋଡ଼ି ପଠାରୁ ଆଣି ଖାଉଥିବା...

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା । ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍, ୫ଟି ବାଇକ୍ ଜବତ ।

1 min read

ଚଣ୍ଡିଖୋଲ: ଏନ୍ଏଚ୍-୧୬ ବଡ଼ଚଣା ହାଟକରନ୍ଦା ଛକ ନିକଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ହେଉଛି ଗ୍ୟାସ୍ ଲିକ୍ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ । ଡ୍ରାଇଭର ଆହତ,...

ସମ୍ବଲପୁର: ନିଶା କାରବାର ଅଭିଯୋଗରେ ଯୁବକଙ୍କ ସହ ଗୃହରକ୍ଷୀ ଗିରଫ । ସୋନୁ ବେହେରା, ଗୃହରକ୍ଷୀ ସୁରେନ୍ଦ୍ର ବାଉରିଆକୁ ଗିରଫ କଲା ଧନୁପାଲୀ ଥାନା ପୋଲିସ ।...

ଢେଙ୍କାନାଳ: ସଦର ରେଞ୍ଜ ନୂଆଗାଁ ଜେନାସାହିରେ ଦନ୍ତା ଆତଙ୍କ । ବ୍ୟାପକ ଫସଲ ନଷ୍ଟ । ହାତୀ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ ।

1 min read

କଟକ: ଏସସିବି ମେଡିକାଲ ସେଣ୍ଟ୍ରାଲ୍ ଆଇସିୟୁରୁ ଅଭିଯୁକ୍ତ ଫେରାର୍ । ଅଭିଯୁକ୍ତ ଆଲୋକ ସାହୁ । ICUରେ ଭର୍ତ୍ତି କରିଥିଲା ଜଗତସିଂହପୁର ରଘୁନାଥପୁର ଥାନା ପୋଲିସ ।

1 min read

ରାଉରକେଲା: ସେଣ୍ଟ୍ରାଲ ଏକ୍ସସାଇଜ୍ ଵିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବାସଭବନରେ CBI ରେଡ୍ । ରାଉରକେଲା ସହର ସେକ୍ଟର-୬ରେ ଥିବା ବାସଭବନରେ ଚଢାଉ ।