ତାଜା ଖବର

ମୁମ୍ବାଇ: ବଜେଟ୍ ଉପସ୍ଥାପନ ବେଳେ ସେୟାର ବଜାରରେ ନାହିଁ ଉତ୍ସାହ । ୩୫.୨୧ ପଏଣ୍ଟ ଖସି ୪୦ ହଜାର ୬୮୮ରେ ପହଞ୍ଚିଲା ସେନସେକ୍ସ ।

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ପାଇଁ ୩୦ ହଜାର ୭୫୭ କୋଟି ଓ ଲଦାଖ ପାଇଁ ୫ ହଜାର ୯୫୮ କୋଟି ଟଙ୍କା ବ୍ୟୟ ବରାଦ...

ନୂଆଦିଲ୍ଲୀ: ସେନାର ଆଧୁନିକୀକରଣ ଓ ଅସ୍ତ୍ରଶସ୍ତ୍ର ପାଇଁ ୧ ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ । ଗତବର୍ଷ ବଜେଟ୍ ତୁଳନାରେ ୧୦ ହଜାର...

ନୂଆଦିଲ୍ଲୀ: ଘୁଞ୍ଚିଲା 'ନିର୍ଭୟା' ଦୋଷୀଙ୍କ ଫାଶୀ ତାରିଖ । ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ହେବନାହିଁ । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଫାଶୀ ସ୍ଥଗିତ ।

କେରଳ: ଦେଶର ପ୍ରଥମ କରୋନା ଭାଇରାସ୍ ଆକ୍ରାନ୍ତ ଠାବ । ଛାତ୍ର ଜଣଙ୍କ ଘର କେରଳରେ । ସେ ଚୀନର ଉହାନ ବିଶ୍ୱବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ...

1 min read

ନିଆଳି: ଫୁଲନଖରା-ନିଆଳି ରାସ୍ତାର ଡିପିଏସ୍ କଳିଙ୍ଗ ଛକ ନିକଟରେ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ୍ । ରାସ୍ତାରେ ଧକ୍କା ମାରି ଚେନ୍ ଲୁଟିନେଲେ ଲୁଟେରା ।

ଘୁଞ୍ଚିବ କି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ? ଫାଶୀରୁ ବର୍ତ୍ତିବାକୁ ଲଗାତର ପ୍ରୟାସ କରୁଛନ୍ତି ନିର୍ଭୟା ଦୋଷୀ। ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ୍‌ ପିଟିସନ୍‌ ଉପରେ...